ODI କ୍ରିକେଟ ରେ ସବୁଠାରୁ ଜଲ୍ଦି ୧୦,୦୦୦ ରନ କରିଥିବା ଖେଳାଳି ଶୁଚି, ନମ୍ବର ଏକ ରେ ଅଛନ୍ତି ଜଣେ ଭାରତୀୟ

ଆଜି ଆମେ ଏକଦିବଶ୍ୟ କ୍ରିକେଟ ରେ ସବୁଠାରୁ ଶୀଘ୍ର ୧୦ ହଜ଼ାର ରନ କରିଥିବା ଖେଳାଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ। ୧- ଏକ ନମ୍ବର ରେ ଭାରତର ଅଧିନାୟକ ବିରାଟ କୋହଲି ଅଛନ୍ତି। ବିରାଟ କୋହଲି ବର୍ଷ ୨୦୧୮ ରେ ୱେଷ୍ଟଇଣ୍ଡିଇଜ଼ ଙ୍କ ବିପକ୍ଷରେ ବିଶାଖାପାଟଣା ପଡ଼ିଆ ରେ ଶତକ କରିଥିଲେ ଓ ଏକଦିବଶ୍ୟ ମ୍ୟାଚ ରେ ସବୁଠାରୁ ଶୀଘ୍ର ୧୦୦୦୦ ରନ ପୂର୍ଣ କରିଥିଲେ। ବିରାଟ କୋହଲି ବର୍ଷ ୨୦୧୮ ରେ ୱେଷ୍ଟଇଣ୍ଡିଜ଼ ବିପକ୍ଷରେ
 

ଆଜି ଆମେ ଏକଦିବଶ୍ୟ କ୍ରିକେଟ ରେ ସବୁଠାରୁ ଶୀଘ୍ର ୧୦ ହଜ଼ାର ରନ କରିଥିବା ଖେଳାଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ।

୧- ଏକ ନମ୍ବର ରେ ଭାରତର ଅଧିନାୟକ ବିରାଟ କୋହଲି ଅଛନ୍ତି। ବିରାଟ କୋହଲି ବର୍ଷ ୨୦୧୮ ରେ ୱେଷ୍ଟଇଣ୍ଡିଇଜ଼ ଙ୍କ ବିପକ୍ଷରେ ବିଶାଖାପାଟଣା ପଡ଼ିଆ ରେ ଶତକ କରିଥିଲେ ଓ ଏକଦିବଶ୍ୟ ମ୍ୟାଚ ରେ ସବୁଠାରୁ ଶୀଘ୍ର ୧୦୦୦୦ ରନ ପୂର୍ଣ କରିଥିଲେ। ବିରାଟ କୋହଲି ବର୍ଷ ୨୦୧୮ ରେ ୱେଷ୍ଟଇଣ୍ଡିଜ଼ ବିପକ୍ଷରେ ଏହା ହାସିଲ କରିଥିଲେ। ବିରାଟ କୋହଲି ୨୦୫ ପାରି ଖେଳି ଏକଦିବସୀୟ ରେ ୧୦୦୦୦ ରନ ପୂର୍ଣ କରିବାରେ ସଫଳ ହୋଇଥିଲେ।

୨- ଏହି ସୁଛି ରେ ଯିଏ ଦୂତୀୟ ନମ୍ବର ରେ ଆସନ୍ତି ସେ କ୍ରିକେଟ ର ଭଗବାନ, ନାମ ସଚିନ ତେନ୍ଦୁଲକର। ସେ ତାଙ୍କ କ୍ରିକେଟ ଜୀବନିରେ ବହୁତ ଭଲ ପ୍ରଦଶସନ କରିଛନ୍ତି ଓ ବହୁତ ସାରା ରେକର୍ଡ ମଧ୍ୟ ବନାଇଛନ୍ତି। ଭାରତ ର ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକର ବର୍ଷ ୨୦୦୧ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଁଦୋର ପଡ଼ିଆ ରେ ୨୬୬ ମ୍ୟାଚ ର ୨୫୯ ପାରି ରେ ୧୦୦୦୦ ରନ ବନେଇ ଏହି ରେକର୍ଡ ପାଇବାରେ ସଫଳ ହୋଇଥିଲେ।

୩- ଏବେ ତୃତୀୟ ନମ୍ବର ରେ ଥିବା ସୌରଭ ଗାଙ୍ଗୁଲି ଙ୍କ ବିଷୟରେ କଥା ହବା। ନିଜ କ୍ରିକେଟ ଜୀବନୀ ରେ ବହୁତ ଭଲ ପାରି ଖେଳି ଲୋକଙ୍କ ମନରେ ନିଜର ସ୍ଥାନ ବନେଛନ୍ତି। ସୌରଭ ଗାଙ୍ଗୁଲି ଏକଦିବସୀୟ ରେ ୧୦୦୦୦ ରନ ବନେବାପାଇଁ ୨୬୩ ପାରି ଖେଳିଥିଲେ।

ଏହି ଶୁଚି ରେ ମହେନ୍ଦ୍ର ସିଂହ ଧୋନୀ, କ୍ରିଷ ଗେଲ, ରାହୁଲ ଦ୍ରାବିଡ଼ ଭଳିଆ କ୍ରିକେଟର ଭି ଅଛନ୍ତି।

କିଏ ଭାଙ୍ଗିପରିବ ଏହି ରେକର୍ଡ :

ପାକିସ୍ତାନ ର ଯୁବ କ୍ରିକେଟର ବାବର ଆଜମ ବିରାଟ କୋହଲି ର ଏହି ରେକର୍ଡ କୁ ଭାଙ୍ଗିପରିବେ। ବାବର ଆଜମ ନିଜ ଏକଦିବସୀୟ ମ୍ୟାଚ ରେ ଏବେ ପର୍ଯନ୍ତ ୭୨ ମ୍ୟାଚ ରେ ୭୦ ପାରି ରେ ୩୨୧୩ ରନ ବନାଇ ସାରିଛନ୍ତି।