ଦେଖନ୍ତୁ ODI ରେ ସବୁଠାରୁ ଅଧିକ ଶୂନ ରନ ରେ ଆଉଟ ହୋଇଥିବା ଭାରତୀୟ ଟପ ୧୦ ଖେଳାଳି ଲିଷ୍ଟ

କ୍ରିକେଟ ଇତିହାସ ରେ ଏମିତି ବହୁତ କମ ଖେଳାଳି ଅଛନ୍ତି ଯିଏ ତାର କେରିଅର ରେ ଶୂନ ରନ ରେ ଆଉଟ ହୋଇନାହିଁ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ODI କ୍ରିକେଟ ରେ ସବୁଠୁ ବେଶୀ ଥର ଶୂନ ରନ ରେ ଆଉଟ ହୋଇଥିବା ୧୦ ଜଣ ଭାରତୀୟ ଖେଳାଳି ଙ୍କ ବିଷୟରେ, ଆସନ୍ତୁ ଜାଣିବା- ୧. ସଚିନ ତେନ୍ଦୁଲକର : ODI କ୍ରିକେଟ ରେ ଭାରତ ତରଫରୁ ସବୁଠାରୁ ଅଧିକ ଥର ଶୂନ ରନ
 

କ୍ରିକେଟ ଇତିହାସ ରେ ଏମିତି ବହୁତ କମ ଖେଳାଳି ଅଛନ୍ତି ଯିଏ ତାର କେରିଅର ରେ ଶୂନ ରନ ରେ ଆଉଟ ହୋଇନାହିଁ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ODI କ୍ରିକେଟ ରେ ସବୁଠୁ ବେଶୀ ଥର ଶୂନ ରନ ରେ ଆଉଟ ହୋଇଥିବା ୧୦ ଜଣ ଭାରତୀୟ ଖେଳାଳି ଙ୍କ ବିଷୟରେ, ଆସନ୍ତୁ ଜାଣିବା-

୧. ସଚିନ ତେନ୍ଦୁଲକର :

ODI କ୍ରିକେଟ ରେ ଭାରତ ତରଫରୁ ସବୁଠାରୁ ଅଧିକ ଥର ଶୂନ ରନ ରେ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଟନ୍ତି । ସେ ୪୬୩ ODI ମ୍ୟାଚ ମଧ୍ୟରେ ୨୦ ଥର ଆଉଟ ହୋଇଯାଇଥିଲେ ।

୨. ଜବାଗଲ ଶ୍ରୀନାଥ :

ଲିଷ୍ଟ ରେ ଜବାଗଲ ଶ୍ରୀନାଥ ଦ୍ୱିତୀୟ ସ୍ଥାନ ରେ ଆସନ୍ତି, ଯିଏ ୨୨୯ ମ୍ୟାଚ ଖେଳି ୧୯ ଥର ଶୂନ ଉପରେ ଆଉଟ ହୋଇସାରିଛନ୍ତି ।

୩. ଅନୀଲ କୁମ୍ବଲେ :

ଭାରତୀୟ ଟିମ ର ପ୍ରସିଦ୍ଧ ଖେଳାଳି ଅନୀଲ କୁମ୍ବଲେ ଲିଷ୍ଟ ରେ ତୃତୀୟ ସ୍ଥାନ ରେ ଆସନ୍ତି । ସେ ୨୬୯ ODI ମ୍ୟାଚ ମଧ୍ୟରେ ୧୮ ଥର ଖାତା ନଖୋଲି ଆଉଟ ହୋଇଥିଲେ ।

୪. ଯୁବରାଜ ସିଂ :

ଯୁବରାଜ ସିଂ ଭାରତୀୟ ଟିମ ପାଇଁ ମୋଟ ୩୦୧ ODI ମ୍ୟାଚ ଖେଳିଛନ୍ତି । ସେ ୧୮ ଥର ODI କ୍ରିକେଟ ରେ ଶୂନ ରନ ର ସ୍କୋର ଉପରେ ଆଉଟ ହୋଇଯାଇଥିଲେ ।

୫. ହରଭଜନ ସିଂ – ୨୩୪ ODI ମ୍ୟାଚ, ୧୭ ଥର ।

୬. ସୌରଭ ଗାଙ୍ଗୁଲି – ୩୦୮ ODI ମ୍ୟାଚ, ୧୬ ଥର ।

୭. ଯହୀର ଖାନ – ୧୯୪ ODI ମ୍ୟାଚ, ୧୪ ଥର ।

୮. ସୁରେଶ ରାଇନା- ୨୨୬ ODI ମ୍ୟାଚ, ୧୪ ଥର ।

୯. ବୀରେନ୍ଦ୍ର ସେହବାଗ – ୨୪୧ ODI ମ୍ୟାଚ – ୧୪ ଥର ।

୧୦. କପିଲ ଦେବ – ୨୨୫ ODI ମ୍ୟାଚ – ୧୩ ଥର ।