​​​​​​୫ ସେପ୍ଟେମ୍ବରରେ ଏକାସାଙ୍ଗରେ ସନ୍ନ୍ୟାସ ଘୋଷଣା କରିବେ ଭାରତର ଏହି ୫ ଜଣ ବଡ଼ ଖେଳାଳି, ପ୍ରଥମଙ୍କ ନାମ ଜାଣି ହେବେ ଆଶ୍ଚର୍ଯ୍ୟ

 

ଟିମ ଇଣ୍ଡିଆ ପାଖରେ ଏବେ ଦୁଇ ଦୁଇ ଟି ଚ୍ୟାଲେଞ୍ଜ ରହିଛି।ବର୍ତ୍ତମାନ ଟିମ ଇଣ୍ଡିଆ ଏସିଆ କପରେ ଭାଗ ନେବା ପାଇଁ ଶ୍ରୀଲଙ୍କା ଗସ୍ତରେ ରହିଥିବା ବେଳେ ଏପଟେ ୱ୍ଵାନ୍ ଡେ଼ ବିଶ୍ୱ କପ ମଧ୍ୟ୍ୟ ହେବାକୁ ଯାଉଛି। ଏସିଆ କପ ପରେ ପରେ ୱ୍ଵାନ୍ ଡେ଼ ବିଶ୍ୱ କପ ଅନୁଷ୍ଠିତ ହେବ ଯାହା ପାଇଁ BCCI ହାତରେ ରହିଛି ଖୁବ କମ ଦିନ।ଏଥି ମଧ୍ୟରେ BCCI କୁ ମଧ୍ୟ୍ୟ ନିଜର ସାନଦାର୍ ୧୫ ଜଣିଆ ଟିମ ପ୍ରସ୍ତୁତ କରିବାର୍ ଅଛି ବିଶ୍ୱ କପ ପାଇଁ।ଶୁଣିବାକୁ ମିଳିଛି ଯେ BCCI ଚୟନ କମିଟି ସେପ୍ଟେମ୍ବର ୫ରେ ୧୫ ଜଣିଆ ଟିମର୍ ଘୋଷଣା କରି ବାକୁ ଯାଉଛି ।

ଯେହେତୁ BCCI ଏ ଥର ବିଶ୍ୱକପର୍ ଆୟୋଜନ କରୁଛି,ତେଣୁ ଟିମ ଇଣ୍ଡିଆ ର ଜିତିବାର ଆଶା ରଖିଛନ୍ତି ଦେଶବାସି। ଯାହା ଟିମ ଉପରେ ଅଧିକ ଦାୟିତ୍ଵ ରହିଛି। ଏହି ୫ ସେପ୍ଟେମ୍ବର ଦିନ ମଧ୍ୟ ଭାରତୀୟ କ୍ରିକେଟ ଟିମର ୫ ଜଣ ବେଶ ପରିଚିତ କ୍ରିକେଟ ଅବସର ଘୋଷଣା କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଆସନ୍ତୁ ଜାଣିବା କିଏ ସେହି ୫ ଜଣ କ୍ରିକେଟର,ଯେଉଁ ମାନେ ଅବସର ନେବାକୁ ଯାଉଛନ୍ତି।

ଅମିତ୍ ମିଶ୍ରା -
ଅତି ପରିଚିତ ସ୍ପିନର ଅମିତ୍ ମିଶ୍ରାଙ୍କୁ BCCI ଦୀର୍ଘ ଦିନ ଧରି ଅଣଦେଖା କରି ଆସୁଛି। ଅମିତ୍ ୨୦୧୬ରେ ତାଙ୍କ କ୍ୟାରିଅର ଶେଷ ମ୍ୟାଚ୍ ଖେଳି ଥିଲେ। ସେବେ ଠାରୁ କ୍ରମାଗତ୍ ଭାବେ ତାଙ୍କୁ ଅଣଦେଖା କରୁଛି ମ୍ୟାନେଜ ମେଣ୍ଟ। ୩୬ ଟି ଦିନିକିଆ ମ୍ୟାଚରେ ସେ ୪ ଉଇକେଟ୍ ନେଇଥିଲେ। ଯଦି ତାଙ୍କୁ ଏଥର BCCI ଅଣଦେଖା କରେ ତେବେ ସେ ଶୀଘ୍ର୍ର ଅବସର ନେବେ।
ପୀୟୁଷ ଚାଓଲା- ପୀୟୁଷ ଙ୍କ ଶେଷ ମ୍ୟାଚ୍ ଥିଲା ୨୦୧୧ ମସିହା ନେଦର୍ ଲ୍ୟାଣ୍ଡରେ।ପୀୟୁଷ ମଧ୍ୟ କହିଛନ୍ତି ଯଦି ତାଙ୍କୁ ଟିମ ଏଥର ଦଳର ଅନ୍ତରଭୁକ୍ତ କରେ ନାହିଁ ତେବେ ସେ ଅବସର ଘୋଷଣା କରିବେ।
ଭୁବନେଶ୍ଵର କୁମାର - ଏପରି ଲାଗୁଛି ଯେପରି ପୁରା ଭୁଲି ଯାଇଛି ଭୁବନେସ୍ଵର କୁମାରଙ୍କୁ।ଯିଏ ତାଙ୍କ ସ୍ପିଙ୍ଗ୍ ବଲ ରେ ସାରା ବିଶ୍ୱରେ ପରିଚିତ।ତାଙ୍କୁ ମଧ୍ୟ ଅଣ ଦେଖା କରିଛି BCCI । ଯଦି ଏଥର ମଧ୍ୟ ସେହିପରି ପରିସ୍ଥିତି ଯାରି ରୁହେ ତେବେ ସେ ବି ଅବସର ନେଇପରନ୍ତି।
ମନୀଷ ପାଣ୍ଡେ- ୨୦୨୧ରେ ମନୀଷ ତାଙ୍କର୍ ଶେଷ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେବେ ଠାରୁ ସେ ଆଉ ମଇଦାନରେ ଖେଳି ନାହାନ୍ତି।କ୍ରମାଗତ୍ ଚାଲିଥିବା ମ୍ୟାଚରେ ମଧ୍ୟ୍ୟ BCCI ତାଙ୍କୁ ସୁଯୋଗ ଦେଇନି ଖେଳିବାର।
ଶିଖର ଧାଓ୍ବନ - ସେ ଜଣେ ଏତେ ଭଲ ବ୍ୟାଟ୍ସମ୍ୟାନ୍ ସତ୍ୱେ ତାଙ୍କୁ ମଧ୍ୟ ଅଣଦେଖା କରି ଛି BCCI। ଭାରତ ପାଇଁ ଆଇସିସି ଟୁର୍ନାମେଣ୍ଟରେ ଲଗାତାର ପ୍ରଦର୍ଶନ ସତ୍ତ୍ୱେ ଶିଖର ଧାୱନଙ୍କୁ ଦୀର୍ଘ ସମୟ ଧରି ଅଣଦେଖା କରିଆସୁଛି, ଯଦି ଶିଖର ଧାୱନଙ୍କୁ ଦଳରେ ଅନ୍ତର୍ଭୁକ୍ତ ନକରାଯାଏ ତେବେ ସେ ଅବସର ଘୋଷଣା କରିପାରନ୍ତି।