ଏହି ସବୁ ଖେଳାଳି କେବେବି ବିଶ୍ଵକପରେ ଶୂନ୍ୟରେ ଆଉଟ ହେଇନାହାନ୍ତି, ତୃତୀୟ ଖେଳାଳି ହେଉଛନ୍ତି ଭାରତର
ଆମେ ଆପଣଙ୍କୁ ବିଶ୍ୱର ସେହି ଚାରୋଟି ବ୍ୟକ୍ତିଙ୍କର ନାମ କହିବୁ ଯିଏ କେବେବି ଶୂନ୍ୟ ରନରେ ଆଉଟ ହେଇ ନାହାନ୍ତି |
ମାର୍ଟିନ ଗୁପଟିଲ:-
ଏହି ଖେଳାଳି ଜଣଙ୍କ ହେଉଛନ୍ତି ନିଉଜିଲାଣ୍ଡର ଯିଏ କି ଏକ ଦିନିକିଆ ବିଶ୍ୱ ଖେଳରେ ସବୁଠାରୁ ଅଧିକ ରନ କରିଥିଲେ | ଏବଂ ସେ ୧୯ଟି ମ୍ୟାଚ ରେ ୯୦୭ ରନ କରିଥିଲେ |
ହସିମ ଅମ୍ଲା:-
ବନ୍ଧୁ ଏ ହଉଛନ୍ତି ଜଣେ ଦକ୍ଷିଣ ଆଫ୍ରିକାର ଖେଳାଳି ଏବଂ ଏ ପ୍ରାୟ ୧୭ଟି ବିଶ୍ୱ କପ ଟୁର୍ନାମେଣ୍ଟରେ ଖେଳିସାରିଛନ୍ତି ଯେଉଁଥିରେକି ସେ ୬୫୮ ରନ, ଶୂନ୍ୟ ରନ ରେ ଆଉଟ ନହୋଇ କରିଛନ୍ତି |
ବିରାଟ କୋହଲି :-
ଏହି ଖେଳାଳି ଜଣଙ୍କ ହେଉଛନ୍ତି ଆମ ପ୍ରିୟ ଭାରତ ବର୍ଷର କ୍ୟାପଟେନ | ଇଏ ମଧ୍ୟ ବିଶ୍ୱ ଟୁର୍ନାମେଣ୍ଟରେ ପ୍ରାୟ ୧୮ଟି ଟୁର୍ନାମେଣ୍ଟ ରେ ଖେଳି ୬୦୫ ରନ କରିଛନ୍ତି |
ଫାଂଫ ଡୁ ପ୍ଲେସିସ :-
ଏହି ଖେଳାଳି ଜଣଙ୍କ ହେଉଛନ୍ତି ଦକ୍ଷିଣ ଆଫ୍ରିକାର କ୍ୟାପଟେନ | ୧୭ଟି ବିଶ୍ୱ କପ ଟୁର୍ନାମେଣ୍ଟ ରେ ପ୍ରାୟ ୬୪୪ ରନ କରିଛନ୍ତି