ODI ରେ ବିରାଟ କୋହଲି ଙ୍କ ଅଧୀନରେ ଧୋନି ଙ୍କ ପ୍ରଦର୍ଶନ ସବୁଠୁ ଭୟଙ୍କର, ଦେଖନ୍ତୁ ରେକର୍ଡ
ଭାରତୀୟ ଟିମ ର ୱିକେଟକିପର ମହେନ୍ଦ୍ର ସିଂହ ଧୋନି ୭ ଜୁଲାଇ ରେ ୩୮ ବର୍ଷ ରେ ପଦାର୍ପଣ କରିଛନ୍ତି। ସେ ଏବେ ଯାଏ ୩୪୯ ଟି ODI ମ୍ଯାଚ ଖେଳିଛନ୍ତି। ODI ମ୍ଯାଚ ରେ ସେ ସୈରବ ଗାଂଗୁଲି,ରାହୁଲ ଦ୍ରାବିଡ,ବିରେନ୍ଦ୍ର ସହଭାଗ ଓ ବିରାଟ କୋହଲି ଙ୍କ କ୍ଯାପ୍ଟନ ରେ ଖେଳିଛନ୍ତି।
ବିରାଟ ଙ୍କ କ୍ଯାପ୍ତାନି ରେ ସବୁଠାରୁ ଭଲ ରହିଛି। ODI ମ୍ଯାଚ କ୍ଯାରିୟର ରେ ୫୦.୫୮ ଥିଲା। କ୍ଯାପ୍ଟନ ଗାଙ୍ଗୁଲି ଙ୍କ ବେଳେ ୪୬.୪୪,ଦ୍ରାବିଡ ଙ୍କ ବେଳେ ୪୦.୯୨ ଓ ସହଭାଗ ଙ୍କ ବେଳେ ୫୫.୩୩ ଓ ବିରାଟ ଙ୍କ ବେଳେ ୫୬.୨୬ ରନ କରିଛନ୍ତି ନିଜେ କ୍ଯାପ୍ଟନେ ଥିବା ବେଳେ ୫୩.୫୫ କରିଥିଲେ।
ଧୋନି ୬୦ ଟି ଟେଷ୍ଟ, ୨୦୦ ଟି ODI ଓ ୭୨ ଟି ଟି-20 ରେ ଭାରତ ର ପ୍ରତିନିଧିତ୍ବ କରିଛନ୍ତି। ସେ ସବୁଠାରୁ ଅଧିକ କ୍ଯାପ୍ଟନ ରହିଛନ୍ତି ୩ଟି ଯାକ ମ୍ଯାଚ ରେ। କ୍ଯାପ୍ଟନ ଧୋନି ICC ର ୩ଟି ବଡ ଟୁର୍ନାମେଣ୍ଟ ଟି-20 ୱାଲ୍ଡକପ ୨୦୦୭, ODI ୱାଲ୍ଡକପ ୨୦୧୧ ଓ ଚାମ୍ପିୟନ୍ସ ଟ୍ରଫି ୨୦୧୩ ବିଜୟ ବୋଇଥିଲେ।
ଧୋନି ଙ୍କ ପ୍ରତିନିଧିତ୍ବ ରେ ୨୭ ଟି ଟେଷ୍ଟ ,୧୧୦ଠଡି,୪୧ ଟି ଟେଷ୍ଟ ମ୍ଯାଚ ଜିତିଛନ୍ତି। ଧୋନି ଜଣେ ଭାରତୀୟ ଦଳ ର ସବୁଠୁ ସଫଳ ଅଧିନାୟକ।