ଏସିଆ କପ୍ ରେ ପାକିସ୍ତାନ ଡରୁଛି ଭାରତର ଏହି ଚାରିଜଣ ଖେଳାଳିଙ୍କୁ,୧ ନମ୍ବର ଖେଳାଳି ପାକିସ୍ତାନର ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ

ଶନିବାର ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାରୁ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ. ଯେଉଁଥିରେ ଏସିଆର ଛଅଟି ଦଳ ଭାରତ,ପାକିସ୍ତାନ,ବାଂଲାଦେଶ,ଶ୍ରୀଲଙ୍କା,ହଂକଂ,ୟୁଏଇ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ. ତେବେ ଆଜି ଆମେ ଆଜି ଆପଣଙ୍କୁ ଭାରତର ଚାରିଜଣ ଧୁରନ୍ଧର ଖେଳାଳିଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଛି. ଏହି ଚାରିଜଣ ଖେଳାଳିଙ୍କ ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି ଚଲେଇଛି. ୪) ଜସପ୍ରିତ ବୁମରାହ- ଚତୁର୍ଥ ସ୍ଥାନରେ ଅଛନ୍ତି ଭାତରୀୟ କ୍ରିକେଟ ଦଳର ଦ୍ରୁତଗାମୀ ବୋଲର
 

ଶନିବାର ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାରୁ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ. ଯେଉଁଥିରେ ଏସିଆର ଛଅଟି ଦଳ ଭାରତ,ପାକିସ୍ତାନ,ବାଂଲାଦେଶ,ଶ୍ରୀଲଙ୍କା,ହଂକଂ,ୟୁଏଇ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ. ତେବେ ଆଜି ଆମେ ଆଜି ଆପଣଙ୍କୁ ଭାରତର ଚାରିଜଣ ଧୁରନ୍ଧର ଖେଳାଳିଙ୍କ ବିଷୟରେ ବତେଇବାକୁ ଯାଉଛୁ ଯିଏ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଛି. ଏହି ଚାରିଜଣ ଖେଳାଳିଙ୍କ ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି ଚଲେଇଛି.

୪) ଜସପ୍ରିତ ବୁମରାହ-

ଚତୁର୍ଥ ସ୍ଥାନରେ ଅଛନ୍ତି ଭାତରୀୟ କ୍ରିକେଟ ଦଳର ଦ୍ରୁତଗାମୀ ବୋଲର ଜସପ୍ରିତ ବୁମରାହ. ଜସପ୍ରିତ ବୁମରାହ ବହୁତ୍ ଖତରନାକ୍ ଡୋଲର ଅଟନ୍ତି. ତାଙ୍କ ବୋଲିଙ୍ଗ ଆଗରେ ବଡ ବଡ ବ୍ୟାଟ୍ସମ୍ୟାନ ବି ହାର ମାନିଥାନ୍ତି. ଭାରତର ଏହି ବୋଲର ପାକିସ୍ତାନର ଖେଳାଳୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି.

୩) ଶିଖର ଧାୱନ-

ତୃତୀୟ ସ୍ଥାନରେ ଅଛନ୍ତି ଭାରତର ଓପନିଙ୍ଗ୍ ବ୍ୟାଟ୍ସମ୍ୟାନ ଶିଖର ଧାୱନ. ଶିଖର ଧାୱନଙ୍କ ପ୍ରଦର୍ଶନ ଭାରତ ଇଂଲଣ୍ଡ ଟେଷ୍ଟ ସିରିଜ୍ ନୈରାଶ୍ୟଜନକ ରହିଥିଲା. ହେଲେ ଦିନିକିଆ ମ୍ୟାଚରେ ତାଙ୍କ ପ୍ରଦର୍ଶନ ଭଲ ରହିଥାଏ. ଶିଖର ଧାୱନ ନିଜ କ୍ୟାରିୟରରେ ମୋଟ ୧୦୫ ମ୍ୟାଚ ଖେଳି ୪୪୮୧ ରନ୍ କରିଛନ୍ତି.

୨) ହାର୍ଦ୍ଦିକ ପାଣ୍ଡ୍ୟା-

ଦ୍ୱିତୀୟ ନମ୍ବରରେ ଅଛନ୍ତି ଭାରତୀୟ ଦଳର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା. ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିଷ୍ପୋରକ ବ୍ୟାଟିଙଓ ଆକର୍ଷକ ବୋଲିଂରେ ପାକିସ୍ତାନର ଖେଳାଳିଙ୍କ ଉପରେ ଡର ବନିଛନ୍ତି.

୧) ରୋହିତ ଶର୍ମା-

ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ ଦଳର ହିଟମ୍ୟାନ ରୋହିତ୍ ଶର୍ମା. ଯିଏ ଏସିଆ କପରେ ଭାରତର ନେତୃତ୍ଵ ନେଉଛନ୍ତି. ଯଦି ରୋହିତ୍ ଶର୍ମା ପଡିଆରେ ଜମିଗଲେ ତ ସେ ଏକୁଟିଆ ହିଁ ଭାରତକୁ ବିଜୟ କରିବାର ସମର୍ଥ ଅଟନ୍ତି. ରୋହିତ୍ ଶର୍ମା ଏସିଆ କପରେ ପାକିସ୍ତାନର ସବୁଠାରୁ ବଡ ମୁଣ୍ଡବିନ୍ଧାର କାରଣ ହେବେ.