କ୍ରିକେଟର ଶ୍ରୀସନ୍ଥ ବର୍ତମାନ ଏମିତି ଦେଖାଯାଉଛନ୍ତି, ହରଭଜନ ସିଂ ବି ଦେଖିକି ଡରିଯିବେ।

କ୍ରିକେଟର ଶ୍ରୀସନ୍ଥ କୁ ସ୍ପଟ ଫିକ୍ସିଂଗ ଘଟଣା ପରେ BCCI କ୍ରିକେଟ ରୁ ଆଜୀବନ ବେନ୍ କରିଦେଇଥିଲା। ଏହା ପୂର୍ବରୁ ସେ IPL ରେ ପଞ୍ଜାବ ତରଫରୁ ଆଉ ଦେଶ ପାଇଁ ଅନ୍ତରାଷ୍ଟ୍ରୀୟ ବହୁତ ମେଚ ବି ଖେଳିଥିଲେ। ସ୍ପଟ ଫିକ୍ସିଂଗ ଆଉ ପ୍ରତିବନ୍ଧ ଛଡା ଗୋଟେ ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା। ୨୦୦୮ IPL ରେ ମୁମ୍ବାଇ ଆଉ ପଞ୍ଜାବ ଭିତରେ ହେଇଥିବା ମେଚ ରେ ମୁମ୍ବାଇ ହାରିଯାଇଥିଲା । କିଛି କାରଣ ଯୋଗୁଁ ହରଭଜନ
 

କ୍ରିକେଟର ଶ୍ରୀସନ୍ଥ କୁ ସ୍ପଟ ଫିକ୍ସିଂଗ ଘଟଣା ପରେ BCCI କ୍ରିକେଟ ରୁ ଆଜୀବନ ବେନ୍ କରିଦେଇଥିଲା। ଏହା ପୂର୍ବରୁ ସେ IPL ରେ ପଞ୍ଜାବ ତରଫରୁ ଆଉ ଦେଶ ପାଇଁ ଅନ୍ତରାଷ୍ଟ୍ରୀୟ ବହୁତ ମେଚ ବି ଖେଳିଥିଲେ।

ସ୍ପଟ ଫିକ୍ସିଂଗ ଆଉ ପ୍ରତିବନ୍ଧ ଛଡା ଗୋଟେ ଘଟଣା ସମସ୍ତଙ୍କ ନଜରକୁ ଆସିଥିଲା। ୨୦୦୮ IPL ରେ ମୁମ୍ବାଇ ଆଉ ପଞ୍ଜାବ ଭିତରେ ହେଇଥିବା ମେଚ ରେ ମୁମ୍ବାଇ ହାରିଯାଇଥିଲା । କିଛି କାରଣ ଯୋଗୁଁ ହରଭଜନ ସିଂ ଶ୍ରୀସନ୍ଥ କୁ ଚାପୁଡ଼ା ମରିଦେଇଥିଲେ। ଏହି ଘଟଣା ରେ ଶ୍ରୀସନ୍ଥ ବହୁତ କାନ୍ଦିଥିଲେ ଆଉ କହିଥିଲେ ମୁ ତାଙ୍କୁ ନିଜ ବଡ ଭାଇ ଭଳି ମାନେ।

ଏହି ଚାପୁଡ଼ା ଘଟଣା ପରେ ଶ୍ରୀସନ୍ଥ କୁ ଲୋକେ ପୁଣି ମାନପକାଉଛନ୍ତି ମାତ୍ର କିଛି ଅଲଗା କାରଣ ପାଇଁ। ଶ୍ରୀସନ୍ଥ ପୂର୍ବେ ବହୁତ ପତଳା ଥିଲେ ମାତ୍ର ଏବେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଅଲଗା ଦେଖା ଯାଉଛି।

ଯଦି ଆପଣ ଇଂସ୍ଟଗ୍ରାମ ରେ ତାଙ୍କୁ ଫୋଲୋ କରିଛନ୍ତି, ତାହାଲେ ଦେଖିପାରିବେ ସେ ତାଙ୍କ କଠିନ ପରିଶ୍ରମ ବଳରେ ହଲ୍କ ଭଳି ଦେଖା ଯାଉଛନ୍ତି।

ସମସ୍ତଙ୍କଠାରୁ ମଜା କଥା ଏହା ଯେ ସୋସିଆଲ ମେଡିଆ ରେ ଗୋଟେ ଖବର ଭାଇରଲ ହେଇଚି, ବର୍ତ୍ତମାନ ହରଭଜନ ସିଂ ଶ୍ରୀସନ୍ଥ କୁ ଚାପୁଡ଼ା ମାରିପାରିବେନି, ଆଉ ଦାରିଯିବେ।