ହଟାତ କାହିଁକି ମନକୁ କାମୁକ ଭାବନା ଆସେ !! ଜାଣନ୍ତୁ କାମୁକ ଇଚ୍ଛା ଶକ୍ତି ଜାଗ୍ରତ ହେବାର ମୁଖ୍ୟ କାରଣ

ଆଜିକାଲି ସମୟରେ ବହୁତ୍ ଲୋକ ଅଛନ୍ତି ଯେଉଁମାନଙ୍କ ମନରେ ହଠାତ୍ ଶାରୀରିକ ସମ୍ୱନ୍ଧ ପାଇଁ ଇଚ୍ଛା ହୋଇଥାଏ। ସମୟ ସମୟରେ ଶରୀରର ହରମୋହନ ବଦଳୁଥିବା କାରଣରୁ ଏପରି ହୋଇଥାଏ। ଆସନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା। ମେଡିକାଲ୍ ସାଇନସ୍ ଅନୁସାରେ ହଠାତ୍ କାମୁକ ଭାବନା ମନକୁ ଆସୁଥିବା ବ୍ୟକ୍ତିମାନଙ୍କ ସ୍ବଭାବ ଭଲ ହୋଇଥାଏ। ଏହା ପୁରାପୁରି ଆପଣଙ୍କ ଧ୍ୟାନ ଓ ହର୍ମୋନାଲ୍ ଚେଞ୍ଜ ଉପରେ ନିର୍ଭର କରିଥାଏ। ଆମ ଶରୀରରେ ପ୍ରତିଦିନ ଅନେକ ପ୍ରକାର ହରମୋହନ
 

ଆଜିକାଲି ସମୟରେ ବହୁତ୍ ଲୋକ ଅଛନ୍ତି ଯେଉଁମାନଙ୍କ ମନରେ ହଠାତ୍ ଶାରୀରିକ ସମ୍ୱନ୍ଧ ପାଇଁ ଇଚ୍ଛା ହୋଇଥାଏ। ସମୟ ସମୟରେ ଶରୀରର ହରମୋହନ ବଦଳୁଥିବା କାରଣରୁ ଏପରି ହୋଇଥାଏ। ଆସନ୍ତୁ ଏହା ବିଷୟରେ ବିସ୍ତାର ରୂପରେ ଜାଣିବା।

ମେଡିକାଲ୍ ସାଇନସ୍ ଅନୁସାରେ ହଠାତ୍ କାମୁକ ଭାବନା ମନକୁ ଆସୁଥିବା ବ୍ୟକ୍ତିମାନଙ୍କ ସ୍ବଭାବ ଭଲ ହୋଇଥାଏ। ଏହା ପୁରାପୁରି ଆପଣଙ୍କ ଧ୍ୟାନ ଓ ହର୍ମୋନାଲ୍ ଚେଞ୍ଜ ଉପରେ ନିର୍ଭର କରିଥାଏ। ଆମ ଶରୀରରେ ପ୍ରତିଦିନ ଅନେକ ପ୍ରକାର ହରମୋହନ ବଦଳୁଛି ଏବଂ ଏମିତି କିଛି ହରମୋହନ ବଦଳିଥାଏ ଯାହା ମଣିଷ ଭିତରେ ଏହି ଭାବନା କୁ ଜାଗୃତ କରିଥାଏ।

ମହିଳାମାନଙ୍କ ବିଷୟରେ କହିବାକୁ ଗଲେ ରକ୍ତସ୍ରାବ ଆରମ୍ଭ ହେବା ସାତ ଦିନ ପୂର୍ବରୁ ଏବଂ ରକ୍ତସ୍ରାବ ପରେ ସାତ ଦିନ ପର୍ଯ୍ୟନ୍ତ କାମୁକ ଭାବନା ମନରେ ତୀବ୍ର ହୋଇଥାଏ କାରଣ ଏହି ସମୟରେ ମହିଳାମାନଙ୍କ ଶରୀରରୁ ପ୍ରୋଜେଷ୍ଟୋରନ ହରମୋହନ ଅଧିକ ମାତ୍ରାରେ ହୋଇଥାଏ।

ଯଦି କୌଣସି ମହିଳା କିମ୍ବା ପୁରୁଷଙ୍କ ସହିତ ହଠାତ୍ ଶାରୀରିକ ସମ୍ୱନ୍ଧ କରିବାକୁ ଇଚ୍ଛା ହୁଏ, ଏବଂ କଣ୍ଟ୍ରୋଲ କରିବା କଠିନ ହୋଇଯାଏ ତା’ହେଲେ ଆପଣଙ୍କୁ ଡକ୍ଟରଙ୍କ ପରାମର୍ଶ ନେବା ଜରୁରୀ ଅଟେ କାରଣ ଏହା ଦ୍ଵାରା ମାନସିକ ଅସୁବିଧା ସମ୍ମୁଖୀନ କରିବାକୁ ପଡିପାରେ।