କାହିଁକି ୧୨ଟା ବାଜିଲେ ବନ୍ଦ ହୋଇଯାଏ ହାୱଡ଼ା ବ୍ରିଜ୍? ସତ ହେବ କି ଇଞ୍ଜିନିୟରଙ୍କ ଭବିଷ୍ୟବାଣୀ, ରହସ୍ୟ ଜାଣି ହୋସ୍ ଉଡିଯିବ

 

କଣ ଆପଣ ଜାଣନ୍ତି କି ଯଦି ଏହି ସମୟରେ ହାୱଡା ବ୍ରିଜ ଖୋଲାଯାଏ ତେବେ ଏହା ଧ୍ଵଂସ ହୋଇଯିବ ଏବଂ ପୁରା କୋଲକାତାକୁ ମଧ୍ଯ ଧ୍ଵଂସ କରିଦେବ । ଆଜ୍ଞା ହଁ , ଏ କଥା ଆମେ ନୁହେଁ ବରଂ ଏହାକୁ ନିର୍ମାଣ କରିଥିବା କାରିଗର ମାନେ କହିଛନ୍ତି । 

 Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ । ଏହା କେତେ ଦୂର ସତ୍ୟ । ଯଦି ଏପରି କିଛି ହୁଏ ତେବେ କଣ ହେବ ପଶ୍ଚିମବଙ୍ଗ ଭଳି ଏକ ବଡ ରାଜ୍ୟ ସହିତ । ଆସନ୍ତୁ ଜାଣିବା ଖବର ବିସ୍ତାରରେ...

ହାୱଡା ବ୍ରିଜ ଯେ କେବଳ ଭାରତରେ ପ୍ରସିଦ୍ଧ ତାହା ନୁହେଁ ବରଂ ଏହା ସାରା ବିଶ୍ୱରେ ମଧ୍ୟ ପରିଚିତ । ସାରା ବିଶ୍ବରେ ଏହାର ଏକ ଗୁରୁତ୍ଵ ରହିଛି । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଇଂରେଜ ମାନଙ୍କ ଦ୍ଵାରା ଏହି ବ୍ରିଜ ନିର୍ମାଣ ହୋଇଥିଲା । ଯାହାକି ବନାଇବା ପାଇଁ ୩ ବର୍ଷର ସମୟ ଲାଗିଥିଲା ।

ତେବେ ଏହାକୁ ନିର୍ମାଣ କରିଥିବା ଇଞ୍ଜିନିୟର ମାନଙ୍କ କହିବା ଅନୁସାରେ ଯଦି ୧୨ଟା ପରେ ଏହି ବ୍ରିଜ ଖୋଲାଯାଏ ତେବେ ଧ୍ଵଂସ ହୋଇଯିବ ଏହା ସହିତ ସମ୍ପୂର୍ଣ୍ଣ କୋଲକାତା ମଧ୍ୟ ଧ୍ଵଂସ ହୋଇଯିବ ।

ମାତ୍ର ୧୨ଟା ସମୟ ରାତି କି ଦିନ ତାହା ସ୍ପଷ୍ଟ ନୁହେଁ । କେହି ଏହାକୁ ଗୁଜବ କୁହନ୍ତି ତ ଆଉ କେହି ଏହାକୁ ସତ ବୋଲି ମାନନ୍ତି । ତେବେ କୁହାଯାଏ ଇଞ୍ଜିନିୟର ମାନେ ଏପରି କହିଥିଲେ ଯାହା ଦ୍ଵାରା ଲୋକ ମାନେ ଭୟରେ ବ୍ରିଜ ଉପରେ ଯାତାୟାତ କରିବେ ନାହିଁ ବୋଲି ।