UPSC Recruitment 2024: ଯୁକ୍ତ ୨ ପାସ କରିଥିବା ପାଲାମାନେ ମଧ୍ୟ କରିପାରିବେ ଆବେଦନ

 

ଏବେ UPSC ପକ୍ଷରୁ ଆସିଛି କିଛି ବିଜ୍ଞପ୍ତି । ଆପଣ ଯଦି UPSC ଚାକିରୀ କରିବାର ସ୍ବପ୍ନ ଦେଖୁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏବେ UPSC ପକ୍ଷରୁ ନୂଆ ବିଜ୍ଞପ୍ତି ବାହାର କରିଛି । ଯେଉଁ ପ୍ରାର୍ଥୀମାନେ ଏହି ଚାକିରୀ ପାଇଁ ଆବେଦନ କରିବେ ସେମାନେ ଏହି ବିଷୟରେ ସବୁ କଥା ଜାଣିପାରନ୍ତୁ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

UPSC ବା ୟୁନିଅନ ପବ୍ଲିକ ସର୍ଭିସ କମିଶନ ପ୍ରତିବର୍ଷ ଅନେକ ପରୀକ୍ଷା କରାଇଥାଏ । ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରୀ ପାଆନ୍ତି । ଏହି UPSC ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଆପଣଙ୍କୁ ଅନେକ ଚେଷ୍ଟା କରିବାକୁ ପଡ଼ିଥାଏ । 

ଏହି ପରୀକ୍ଷାରେ ଯିଏ ବି ଉତ୍ତୀର୍ଣ୍ଣ ହେବ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବିଭାଗରେ ଏକ ଚାକିରୀ ପାଇବେ । ଯଦି ଆପଣମାନେ ଏହି ଚାକିରୀ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏହି ନିଯୁକ୍ତି ମାଧ୍ୟମରେ UPSC ରେ ଡେପୁଟି ସୁପରିଣ୍ଟେଡିଂ ଆର୍କିୟୋଲୋଜିଷ୍ଟ୍ ଓ କେବିନ୍ ସେପ୍ଟୀ ଇନ୍ସପେକ୍ଟର ପଦବୀ ପୂରଣ ହେବ। ଏନେଇ ଆପଣମାନେ 

ଅନ୍‌ଲାଇନ୍ କରନ୍ତୁ ଆବେଦନ:

ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।ଏହି ପଦବୀରେ ଉଭୟ ନାରୀ ଆଉ ପୁରୁଷ ଆବେଦନ କରିପାରିବେ । ଯୁକ୍ତ ୨ ପାସ କରିଥିବା ପିଲାମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଏହି ପଦବୀ ପାଇଁ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବ୍‌ସାଇଟ୍‌ https://upsc.gov.in କୁ ଯାଇ ଆବେଦନ କରିପାରିବେ। 

ଆବେଦନ ତାରିଖ ହେଉଛି ୧୭ ଅଗଷ୍ଟ ୨୦୨୪ ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୫ ସେପ୍ଟେମ୍ବର ୨୦୨୪ । ଡେପୁଟି ସୁପରିଣ୍ଟେଡିଂ ଆର୍କିୟୋଲୋଜିଷ୍ଟ୍ ପାଇଁ ୬୭ଟି ପୋଷ୍ଟ, ଏବଂ କେବିନ୍ ସେପ୍ଟୀ ଇନ୍ସପେକ୍ଟର ୧୫ଟି ପୋଷ୍ଟ୍‌ ବାହାରିଛି । ମୋଟ ୮୨ଟି ପୋଷ୍ଟ୍‌ ବାହାରିଛି । ଏହି ଖବର ଦେଖିଲେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଏବେ ଏହାକୁ ନେଇ ଆସିଛି ଖବର । ଏବେ ଏହାକୁ ନେଇ ଆପଣମାନେ ସବୁ ଜାଣିପାରିବେ ।