ପୋଷ୍ଟ ଅଫିସ ଆଣିଲା ବଡ଼ ସ୍କିମ୍, ମାସକୁ ୫ ହଜାର ବିନିଯୋଗ କରି ଆପଣ ପାଇବ ୮ଲକ୍ଷର ରିଟର୍ଣ୍ଣ, ଜାଣନ୍ତୁ ପୁରା ଡିଟେଲ୍ସ
ଡାକଘର ଆଣିଲା ଏକ ସୁବର୍ଣ୍ଣ ସୁଯୋଗ । ମାତ୍ର ୫୦୦୦ ଟଙ୍କା ନିବେଶ କରି ଆପଣ ପାଇ ପାରିବେ ୮ ଲକ୍ଷ ଟଙ୍କା । ତେବେ ଆଉ ଏହି ସୁବର୍ଣ୍ଣ ସୁଯୋଗର ହାତ ଛଡା କରନ୍ତୁ ନାହିଁ । ଆଉ ଡେରି ନ କରି ତୁରନ୍ତ ନିବେଶ କରିବା ଆରମ୍ଭ କରି ଦିଅନ୍ତି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତେବେ ଡାକଘର ତରଫରୁ ଜାରି ହୋଇଥିବା ଏହି ସ୍କିମ ଅନୁଯାୟୀ , ଯଦି ଆପଣ ମାସିକ ୫୦୦୦ ଟଙ୍କା ନିବେଶ କରୁଛନ୍ତି ଆପଣ ୮ଲକ୍ଷ ଟଙ୍କାର ଲାଭ ପାଇ ପାରିବେ । ତେବେ ଯଦି ଆପଣ ବି ଏହି ସ୍କିମର ଅନ୍ତର୍ଭୁକ୍ତ ହୋଇ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ଜାଣି ରଖନ୍ତୁ କଣ ରହିଛି ଏହି ସ୍କିମ୍ ।
ପୂର୍ବରୁ ମଧ୍ୟ ଏହି ସ୍କିମ ଲାଗୁ ହୋଇଥିବା ବିଜେ ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ ଆସିଛି । ପୂର୍ବରୁ ଡାକଘର ତରଫରୁ ଏହି ସ୍କିମରେ ନିବେଶ କରୁଥିବା ଲୋକ ମାନଙ୍କୁ ୬.୫ ପ୍ରତିଶତ ସୁଧ ହାର ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ବୃଦ୍ଧି କରାଯାଉ ଲୋକ ମାନଙ୍କୁ ୬.୫ ପ୍ରତିଶତ ବଦଳରେ ୬.୭ ପ୍ରତିଶତ ସୁଧ ହାର ମିଳୁଛି ।
ତେଣୁ ଯଦି ଆପଣ ବି ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି ଆପଣଙ୍କୁ ପ୍ରଥମେ ଆପଣଙ୍କ ପୁଅ କିମ୍ବା ଝିଅ ନାମରେ ପୋଷ୍ଟ ଅଫିସରେ ଏକ ଆରଡି ଖୋଲିବାକୁ ପଡ଼ିବ । ଏବଂ ତା ପରେ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ନିବେଶ କରିବାକୁ ପଡ଼ିବ । ଆଉ ଯାହାର ୧୦ ବର୍ଷ ପରେ ଆପଣଙ୍କୁ ୮ ଲକ୍ଷର ରିଟର୍ଣ୍ଣ ମିଳିବ ।