ପୋଷ୍ଟାଲର ଏହି ଯୋଜନାରେ ଆପଣଙ୍କ ଜରୁରୀ ସମୟରେ ମିଳିବ ୧୬ ଲକ୍ଷ ଟଙ୍କା, ମାତ୍ର ୧୦ ଟଙ୍କା ବିନିଯୋଗ

 

ସରକାରଙ୍କ ଦ୍ୱାରା ଲାଗୁ ହେଲା ନୂଆ ଯୋଜନା । ଏଣିକି ମାତ୍ର ୧୦ ଟଙ୍କା ବିନିଯୋଗ କରି ମଧ୍ୟ ଆପଣ ପାଇ ପାରିବେ ୧୬ଲକ୍ଷ ଟଙ୍କା । ଏହି ଯୋଜନା ଅନୁସାରେ ଡାକଘରେ ଆପଣ ମାତ୍ର ୧୦ ଟଙ୍କା ସଞ୍ଚୟ କରି ହୋଇ ପାରିବେ ୧୬ ଲକ୍ଷ ଟଙ୍କାର ଅଧିକାରୀ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନା.....

ଛୋଟ ସଞ୍ଚୟ ଯୋଜନା । ତେବେ ଏହି ଯୋଜନା ମାଧ୍ୟମରେ ଆପଣ ୧୬ ଲକ୍ଷ ଟଙ୍କା ପାଇ ପାରିବେ । ତାହା ପୁଣି ମାତ୍ର ୧୦ ଟଙ୍କା ବିନିଯୋଗରେ । ପିଲା ମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଡାକଘର ମାଧ୍ୟମରେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ତେବେ ଏହି ଯୋଜନା ଅନୁସାରେ, ଆପଣ ଯେ କୌଣସି ବୟସ ସୀମାର ଶିଶୁ ନାମରେ ଏହି ଫଣ୍ଡ ଖୋଲି ପାରିବେ । ସୂଚନା ଅନୁସାରେ, ଆପଣ ଏହି ଫଣ୍ଡରେ ସର୍ବନିମ୍ନ ୧୦ଟଙ୍କା ରଖି ପାରିବେ । ଯାହାକୁ ଆପଣ ପିଲା ମାନଙ୍କ ପାଠ ପଢା ହେଉ କି ବାହାଘର ଯେ କୌଣସି କାର୍ଯ୍ୟରେ ମଧ୍ୟ ବିନିଯୋଗ କରି ପାରିବେ ।

ତେବେ ଡାକଘରୁ ମିଳିଥିବା ସୂଚନା ଅନୁସାରେ ୫ ବର୍ଷ ପର୍ଯ୍ୟନ୍ତ ଆପଣ ଏହି ଫଣ୍ଡରେ ଡିପୋଜିଟ କରି ପାରିବେ । କିନ୍ତୁ ବାରମ୍ବାର ଡିପୋଜିଟ କରିବା ହୁଏ ତ ବିପଦଜନକ ହୋଇପାରେ । ଏଥି ନିମନ୍ତେ ଅଧିକ ତଥ୍ୟ ପାଇବା ପାଇଁ ଆପଣ ନିକଟସ୍ଥ ଡାକଘରକୁ ଯାଇ ପାରନ୍ତି ।