ପ୍ରକୃତିର ଏ କି ଖେଳ ? ଚାହୁଁ ଚାହୁଁ ଉଭେଇଗଲା ବିଶାଳ ଝରଣା, ସମସ୍ତେ ହେଲେ ତାଜୁବ୍, ଜାଣନ୍ତୁ ପୁରା ଘଟଣା

 

ବଦଳୁଛି ସମୟ , ବଦଳୁଛି ଜଳବାୟୁ ! ଜଳବାୟୁରେ ଏଭଳି ଏକ ବଡ଼ ପରିବର୍ତ୍ତନ ହୁଏ ତ ଆପଣ ପୂର୍ବରୁ କେବେ ଦେଖି ନ ଥିବେ । ଯାହା ବର୍ତ୍ତମାନ ବିଶ୍ଵର ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now


ଆଜ୍ଞା ହଁ , ଆପଣ ଏହି ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଚାହୁଁ ଚାହୁଁ ଆଖି ଆଗରେ ଉଭେଇଗଲା ବିଶାଳ ଝରଣା । ଗଜପତିର ଏକ ବିଶାଳ ଝରଣା ହେଉଛି ଗଣ୍ଡାହାତୀ । ବିଶାଳକାୟ କାୟା ପାଇଁ ଏହି ଝରଣାର ଏଭଳି ନାମ ରଖାଯାଇଛି । 


ହେଲେ ଏବେ ଖାଲି ପଡ଼ିଛି ପଥର । ଆଉ ପାଣି ଧାର ଧାର ବୋହୁ ନାହିଁ ।  ଦିନ ଥିଲା ବିଶାଳ ଗର୍ଜନ କରି ବୋହୁଥିଲା ଝରଣାର ପାଣି । ଅତ୍ୟନ୍ତ ମନଲୋଭା ଥିଲା ଏହି ଦୃଶ୍ୟ । ଲୋକେ ବହୁ ଦୂରରୁ ଏହାକୁ ଦେଖିବାକୁ ଆସୁଥିଲେ ।

<a href=https://youtube.com/embed/BPoefM_FU-k?autoplay=1&mute=1><img src=https://img.youtube.com/vi/BPoefM_FU-k/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">  

ପୂର୍ବରୁ ଏପରି କେବେ ହୋଇ ନ ଥିଲା । ଏ ବର୍ଷ ଖରା ପୂର୍ବ ବର୍ଷ ଅପେକ୍ଷା ଢେର ଗୁଣ ଅଧିକ ହେଉଛି । ଯାହାର ପ୍ରଭାବରେ କେବଳ ମଣିଷ କାହିଁକି ଜୀବ ଜନ୍ତୁ , ପ୍ରକୃତି ପରିବେଶ, ଝରଣା , ନଦୀ ସମସ୍ତେ ହା ହାକାର କରୁଛନ୍ତି ।