"ଗୋଟିଏ ଦିନରେ ଭଉଣୀ ରୁ ପାଲଟିଗଲା ମୋ ସ୍ତ୍ରୀ" ଏବେ ସେ ନିଜ ସ୍ତ୍ରୀ ଠାରୁ ଦେଉଛି ଅଧିକ ଭଲପାଇବା

 

ସୋସିଆଲ ମିଡିଆରେ ଆଜିକାଲି ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କିଛି ଭିଡ଼ିଓ ଆପଣଙ୍କୁ ଚକିତ କରିଦେବା ଭଳି କାମ କରୁଥିବା ବେଳେ କିଛି ବେସ୍ ମଜଳିଆ ଏବଂ ହସାଇବା ପାଇଁ ଉପଯୁକ୍ତ ହୋଇଥାଏ। ତେବେ, ତରଙ୍ଗ ଟିଭି ପ୍ରସାରିତ ହେଉଥିବା ସିନ୍ଦୁରର ଅଧିକାର ନାମକ ଧାରାବାହିକ ବର୍ତ୍ତମାନ ବେସ୍ ଚର୍ଚ୍ଚାରେ ରହିଛି।

 ଏହି ଧାରାବାହିକରେ ସ୍ୱାମୀ ସ୍ତ୍ରୀ ଭାବରେ ଅଭିନୟ କରୁଥିବା ଛତୁଆ ଏବଂ ଲାଲିଙ୍କ ଯୋଡ଼ି ଲୋକମାନଙ୍କୁ ଖୁବ ପସନ୍ଦ ଆସିଛି। ତେବେ, ନିଜର ଅଭିନୟ ଏବଂ ଲାଲି ଓରଫ କୁନିଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ବଖାଣିଛନ୍ତି ଛତୁଆ ରୋଲରେ ଆଟିଙ୍ଗ କରୁଥିବା ଅଭିନେତା ବିକାଶ।

ବିକାଶଙ୍କ କହିବା ଅନୁଯାଇ କୁନି ଅପାଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ପୁରୁଣା। ସେ କୁନିଙ୍କୁ ତାଙ୍କର ବଡ଼ ଭଉଣୀ ଭାବରେ ଦେଖନ୍ତି। ଯେତେବେଳେ କୁନି ଏବଂ ତାଙ୍କୁ ସ୍ୱାମୀ ସ୍ତ୍ରୀର ରୋଲ୍ ଦେବାକୁ କୁହାଯାଇଥିଲା। ସେତେବେଳେ ପ୍ରଥମତଃ ସେ ଏହି ଅଫରକୁ ମନା କରିଦେଇଥିବା କହିଛନ୍ତି ବିକାଶ।

<a href=https://youtube.com/embed/V9-sGT9493Y?autoplay=1&mute=1><img src=https://img.youtube.com/vi/V9-sGT9493Y/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">  

ତେବେ, ପରେ ଉଭୟେ ଏହି ଧାରାବାହିକରେ ରୋଲ୍ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଉଭୟେ ଛତୁଆ ଏବଂ ଲାଲି ଭୂମିକାରେ ଅଭିନୟ କରି ଆସୁଛନ୍ତି। ଆକ୍ଟିଂ ବେଳେ ଲାଲି ତାଙ୍କୁ ତାଙ୍କ ପ୍ରକୃତ ସ୍ତ୍ରୀଙ୍କ ଠାରୁ ଅଧିକ ଭଲ ପାଇଥାନ୍ତି ବୋଲି କୁହନ୍ତି ଛତୁଆ। ଆମ୍ଭେମାନେ ଭାଇ ଭଉଣୀ ଥିଲୁ ମାତ୍ର ଗୋଟିଏ ଦିନକୁ ସ୍ୱାମୀ ସ୍ତ୍ରୀ ହୋଇଗଲୁ ବୋଲି ମଜାକ୍ ରେ କୁହନ୍ତି ବିକାଶ ଓରଫ ଛତୁଆ।