ଦେଖନ୍ତୁ ଭିଡ଼ିଓ: ଭୁବନେଶ୍ୱର ମାଳିସାହିର LIVE ଡ଼ିଲ୍! ଯୁବତୀମାନେ ଏମିତି କରୁଛନ୍ତି, ଦେଖିଲେ ଆଶ୍ଚର୍ଯ୍ୟ ଆପଣ
ରାସ୍ତା କଡ଼ରେ ଖୁଲମ୍ ଖୁଲା ଚାଲିଛି ଦେହ ବେପାର। ରାଜଧାନୀରେ ଥିବା ମାଳିସାହି ବିଷୟରେ ଆପଣ ତ ନିଶ୍ଚିତ ଭାବରେ ଶୁଣିଥିବେ। ଏଠାରେ ଶହ ଶହ ଦେହଜୀବୀ ଦେହ ବ୍ୟବସାୟ କରି ନିଜ ପେଟ ପୋଷିଥାନ୍ତି। ତେବେ, ଗ୍ରାହକଙ୍କ ସହିତ ଡ଼ିଲ୍ କରୁଥିବା ବେଳେ ଜଣେ ଯୁବତୀଙ୍କ ଭିଡ଼ିଓ ସାମ୍ନାକୁ ଆସିଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେହଜୀବୀ ସାଜିଥିବା ଏହି ଯୁବତୀ ଜଣକ ରାସ୍ତା କଡ଼ରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ସେହି ସମୟରେ ସେଠାକୁ ଜଣେ ଗ୍ରାହକ ଆସି ତାଙ୍କୁ ରେଟ୍ ବିଷୟରେ ପଚାରୁଛନ୍ତି। ଯୁବତୀ ଜଣକ ପ୍ରତି ସଟ୍ ପିଛା ହଜ଼ାର ଟଙ୍କା ନେବେ ବୋଲି କହୁଛନ୍ତି। ଏପରିକି ଘଣ୍ଟାକୁ ୩ ହଜ଼ାର ପର୍ଯ୍ୟନ୍ତ ନେବା ପାଇଁ ଉଭୟଙ୍କ ମଧ୍ୟରେ ମୂଲଚାଲ୍ ହେଉଅଛି।