ସ୍ତ୍ରୀ କୁ ପଢ଼େଇ ଟିଚର କଲି ,ହେଲେ ଏବେ ମୋତେ ଛାଡି ଆଉଜଣକୁ ପ୍ରାଇଭେଟ ଫୋଟୋ ପଠେଇ ଖେଳ କରୁଛି

 

ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଝିଅମାନେ ଏଭଳି ସବୁ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଝିଅମାନେ ପ୍ରେମ ବିବାହ କରି ମଧ୍ୟ ଏଭଳି ନିନ୍ଦନୀୟ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 

ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଏହି ଯୁବକ ଜଣକ ବିବାହ କରିଥିଲେ । ସେ ୨୦୧୭ ମସିହାରେ ପ୍ରେମ କରିଥିଲେ ଆଉ ୨୦୧୯ ମସିହାରେ ବିବାହ କରିଥିଲେ । କିନ୍ତୁ ଏବେ ତାଙ୍କ ସ୍ତ୍ରୀ ସହିତ ଏଭଳି କିଛି କରିଥିଲା ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । 

ଏହି ଝିଅ ଜଣକ ତାଙ୍କ ଅତୀତ କଥା କହିଥିଲେ ପୁଅ ମଧ୍ୟ ତାଙ୍କ ଅତୀତ କଥା କହିଥିଲେ । ଆଉ ଦୁହେଁ ଦୁହିଁଙ୍କ ବିଷୟରେ ଜାଣି ପରସ୍ପରକୁ ଭଲପାଇ ବିବାହ କରିଥିଲେ । ସେହି ଝିଅଟି ୭ ବର୍ଷ ତାଙ୍କ ଘରେ ରହୁଥିଲା । ଆଉ ଏହି ଯୁବକ ଜଣକ ତାଙ୍କ ସ୍ତ୍ରୀକୁ ସେତେବେଳେ ପାଠ ପଢ଼ାଇଥିଲେ ଆଉ ଏବେ ସେ ଶିକ୍ଷୟତ୍ରୀ ଅଛି । 

ଏହି ଯୁବକ ଜଣଙ୍କର ସ୍ତ୍ରୀ ଅନ୍ୟ ପରପୁରୁଷଙ୍କୁ ପ୍ରାଇଭେଟ୍ ଫଟୋ ଦେଇଥିଲେ । ଆଉ ଏହି ବିଷୟରେ ଏହି ସ୍ବାମୀ ଜଣଙ୍କୁ ଝିଅର ସାଙ୍ଗ କହିଥିଲା । ଏହାର ପ୍ରମାଣ ମଧ୍ୟ ସେ ରଖିଛି । ଏହି ଯୁବକ ଜଣକ ବିବାହ କରିବା ପୂର୍ବରୁ ଯାହା ଥିଲେ କିନ୍ତୁ ବିବାହ ପରେ ମଧ୍ଯ ସେ ଏଭଳି କାମ କରିବା ଆରମ୍ଭ କରିଥିଲା । 

<a href=https://youtube.com/embed/zqvHpGur6bo?autoplay=1&mute=1><img src=https://img.youtube.com/vi/zqvHpGur6bo/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆଉ ୨୦୨୨ ମସିହାରେ ଏହି ସବୁ କଥା ଯୁବକ ଜଣକ ତାଙ୍କ ସ୍ତ୍ରୀକୁ କହିଥିଲେ । ଆଉ ଏହାପରେ ଏଭଳି ଭୂଲ କରିବାକୁ ନେଇ କହିଥିବାରୁ ସେ ତାଙ୍କୁ କ୍ଷମା ମାଗିଲା ଆଉ ଏମିତି କରିବ ନାହିଁ ବୋଲି କହିଥିଲା । କିନ୍ତୁ ଏହାପରେ ପୁଣି ବାରମ୍ବାର ସେହି ଝିଅ ଏଭଳି କାମ କରିଥିଲା । ନିଜ ପ୍ରାଇଭେଟ୍ ଫଟୋ ସେ ଦେଉଥିଲା । ତାର ପୂର୍ବ ପ୍ରେମିକ ପାଖକୁ ମଧ୍ୟ ସେ ଫଟୋ ଦେଇଥିଲା । 

ଏହି ଝିଅ ପାଇଁ ତାର ସ୍ଵାମୀ ଅନେକ କିସ୍ତି କରିଥିଲା । ଏବେ ସେମାନେ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଆଉ ଏବେ ଏହି ଘଟଣା କୋର୍ଟରେ ଚାଲିଛି । ସ୍ବାମୀ ଜଣକ ଯେଉଁ ସ୍ତ୍ରୀକୁ ପାଠ ପଢ଼ାଇ ଶିକ୍ଷୟତ୍ରୀ କରିଥିଲେ ସେ ଏଭଳି କାମ କରିଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଯୁବକ ଜଣକ ନ୍ୟାୟ ମାଗୁଛି ।