ଯଦି ଆପଣଙ୍କ ଅଛି ଏହି ୧ ଟଙ୍କାର ନୋଟ୍ ତେବେ ଆପଣଙ୍କୁ ମିଳିବ ୪୫ ହଜାର ଟଙ୍କା, କେମିତି ଜାଣନ୍ତୁ

 

ଆପଣ ରାତାରାତି ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି କି? ତେବେ ବିନା ପରିଶ୍ରମରେ ଆପଣଙ୍କୁ ମିଳିଯିବ ହଜ଼ାର ହଜ଼ାର ଟଙ୍କା। ଯଦି ଆପଣଙ୍କ ପାଖରେ ଏହି ପୁରୁଣା ଟଙ୍କିକିଆ ନୋଟ୍ ଅଛି, ତେବେ ଆପଣ ଘରେ ବସି ରାତାରାତି ହଜ଼ାର ହଜ଼ାର ଟଙ୍କା ରୋଜଗାର କରିପାରିବେ।

ଯଦିଓ ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଗୋଟିଏ ଟଙ୍କିଆ ନୋଟ୍ ପ୍ରଚଳନ କୁ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ବଜାରରେ ଆଜି ମଧ୍ୟ ଏହାର ମୂଲ୍ୟ ହଜ଼ାର ହଜାରେ ଟଙ୍କା ସହିତ ସମାନ ଅଟେ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟଙ୍କିକିଆ ନୋଟ୍ ର ​​ଏକ ବଣ୍ଡଲ୍ ଅନଲାଇନ୍ ପ୍ଲାଟଫର୍ମରେ ପ୍ରାୟ ୪୫ ହଜାର ଟଙ୍କାରେ ବିକ୍ରି ହେଉଛି। ଏହି ନୋଟ୍ ୧୯୭୫ ମସିହାର ହୋଇଥିବା ବେଳେ ରାଜ୍ୟପାଳ ଏଚ୍ ପଟେଲଙ୍କ ଦସ୍ତଖତ ରହିଛି। ଏହି ନୋଟର କ୍ରମିକ ସଂଖ୍ୟା ୧୨୩୪୫୬ ବୋଲି ଜଣାପଡ଼ିଛି।

ସୂଚନା ପାଇଁ ଏହା ଜଣାଉଛୁ ଯେ, ଏହି ଏକ ଟଙ୍କିଆ ନୋଟ୍ ଗୁଡିକ କୋଇନବାଜାର ୱେବସାଇଟରେ ବିକ୍ରି ହେଉଛି। ଯଦି ଆପଣ ମଧ୍ୟ ଆପଣଙ୍କର ପୁରୁଣା ନୋଟ୍ ବିକ୍ରୟ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଏହି ୱେବସାଇଟ୍ କୁ ଯିବାକୁ ପଡ଼ିବ। ଏହା ପରେ ୱେବସାଇଟ୍ ର "Shop section" ଆସିବା ପରେ ଆପଣଙ୍କୁ "ନୋଟ୍ ବଣ୍ଡଲ୍" ବର୍ଗକୁ ଯିବାକୁ ପଡିବ। ଏଠାରେ ଆପଣ ସମ୍ପୂର୍ଣ୍ଣ ବିବରଣୀ ଦେଖି ନିଜ ପାଖରେ ଥିବା ନୋଟ କୁ ବିକ୍ରି କରିପାରିବେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୬ ବର୍ଷ ପୂର୍ବେ ଏହି ଏକ ଟଙ୍କାକୁ ଭାରତ ସରକାର ବନ୍ଦ କରିଦେଇଥିଲେ। ଏହା ପରେ, ୧ ଜାନୁୟାରୀ ୨୦୧୫ ରେ ଏହାର ମୁଦ୍ରଣ ପୁଣି ଥରେ ଆରମ୍ଭ ହୋଇଥିଲା।

ପୁରୁଣା ମୁଦ୍ରା କିମ୍ବା ନୋଟ୍ ନିଲାମ ପାଇଁ ପ୍ରଥମେ ଆପଣଙ୍କୁ OLX କିମ୍ବା ଇଣ୍ଡିଆ ମାର୍ଟ ଅନ୍ଲାଇନ୍ ପ୍ଲାଟଫର୍ମକୁ ଯାଇ ଏହାର ପ୍ରକ୍ରିୟା ଯାଞ୍ଚ କରିବାକୁ ପଡିବ। ଏହି ୱେବସାଇଟ୍ ରେ ଆପଣଙ୍କୁ ଆପଣଙ୍କର ଲଗଇନ୍ ID ସୃଷ୍ଟି କରି ନୋଟର ଫୋଟୋ ସେୟାର କରିବାକୁ ହେବ। ଏହା ସହିତ, ସମାନ ଭାବରେ indiamart.com ରେ ଏକ ଆକାଉଣ୍ଟ ଖୋଲି ନିଜ ନୋଟକୁ ନିଲାମ କରି ସହଜରେ ଟଙ୍କା ରୋଜଗାର କରିପାରିବେ।