ଲୁଚିଲୁଚି ପ୍ରେମିକା ସହ ହୋଟେଲ୍ ଯାଉଥିଲେ ବେଳେ ପଛପଟୁ ଆସି ମାଡ଼ିବସିଲା ସ୍ତ୍ରୀ, ଆଉ ତାପରେ ଯାହା ଘଟିଲା ଦେଖନ୍ତୁ ଭିଡ଼ିଓ

 

ଘରେ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା ଆମ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। କେତେକ ବ୍ୟକ୍ତି ଏହା ଜାଣିବା ସତ୍ତ୍ୱେ ପରକୀୟା ପ୍ରୀତିରେ ଲିପ୍ତ ରହିଥାନ୍ତି। ଯଦି ସ୍ୱାମୀ କରୁଥିବା ଏହି ସବୁ କାରନାମା ବିଷୟରେ ସ୍ତ୍ରୀକୁ ଜଣାପଡିଯାଏ ତେବେ, ଅଵସ୍ଥା କଣ ହୁଏ ଏହାର ଏକ ଜ୍ୱଳନ୍ତ ଉଧାରଣ ମହାରାଷ୍ଟର ଔରଙ୍ଗାବାଦରେ ଦେଖିବାକୁ ମିଳିଛି।

ଭାଇରାଲ ହୋଇଥିବା ଭିଡ଼ିଓରେ ଜଣେ ବ୍ୟକ୍ତି ନିଜ ପ୍ରେମିକା ସହ ଏକ ହୋଟେଲ ଭିତରକୁ ପଶିବାକୁ ଉଦ୍ୟତ ହେଉଥିବା ଦେଖିବାକୁ ମିଳୁଛି। ଠିକ ସେହି ସମୟରେ ପୂର୍ବରୁ ଲୁଚି ରହିଥିବା ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ପ୍ରେମିକାକୁ କାର ଭିତରୁ ଟାଣି ଆଣିବା ସହ ନିର୍ଧୁମ ପିଟିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହାର ଭିଡ଼ିଓ ରେକର୍ଡ଼ କରିଥିଲେ ଯାହା ପରେ ଖୁବ ଭାଇରାଲ ହୋଇଥିଲା। ଦେଖନ୍ତୁ ଭିଡ଼ିଓ:-