ଭାରତୀୟ ସେନା ରେ ବାହାରିଲା ନିଯୁକ୍ତି, AFMS ଅଧୀନରେ ପଦବୀ ହେବ ପୂରଣ, ଆଜି ହିଁ କରନ୍ତୁ ଆବେଦନ

 

ଭାରତୀୟ ସେନାରେ ଜଣେ ଅଧିକାରୀ ହେବାକୁ ଚାହୁଁଥିବା ପାର୍ଥି ମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଭାରତୀୟ ସେନା ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସ (AFMS) ଅଧୀନରେ ସର୍ଟ ସର୍ଭିସ କମିଶନ ଅଫିସର (SSC Officer) ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । 

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Channel (Join Now) Join Now
Telegram Group (Join Now) Join Now

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindianarmy.nic.in ଭିଜିଟ କରି ଆବେଦନ କରିପାରିବେ । ଆବେଦନ କରିବାକୁ ଷ୍ଟେପଗୁଡିକ ଅଫିସିଆଲ୍ ୱେବସାଇଟ୍ ରେ ବିସ୍ତୃତ ଭାବରେ ଦିଆଯାଇଛି ।

ତାରିଖ:- 

-ଆବେଦନ ଆରମ୍ଭ ହେବାର ତାରିଖ: ୧୩ ନଭେମ୍ବର ୨୦୨୧
-ଆବେଦନ କରିବାର ଶେଷ ତାରିଖ: ୩୦ ନଭେମ୍ବର ୨୦୨୧

ନିଯୁକ୍ତି ବିବରଣୀ:-

ସଂକ୍ଷିପ୍ତ ସେବା କମିଶନ ଅଫିସର (ଏସ୍.ସି.ସି ଅଫିସର) – ୨୦୦ ପୋଷ୍ଟ
ପୁରୁଷ – ୧୮୦ ଟି ପୋଷ୍ଟ
ମହିଳା – ୨୦ ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:-

ଆବେଦନକାରୀ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ MBBS / PG ଡିପ୍ଲୋମା / ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଉଚିତ୍ ।

ବୟସ ସୀମା:-

MBBS – ୩୦ ବର୍ଷ
PG ଡିଗ୍ରୀ – ୩୫ ବର୍