ବାରମ୍ଵାର ଯୌନ ସମ୍ପର୍କ ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ, ଆପଣଙ୍କ ଯୌନାଙ୍ଗରେ ହେବ ଏହି ବଡ଼ ଅସୁବିଧା

 

ଯୌନ ସମ୍ପର୍କ ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ ; ନଚେତ୍ ଆପଣଙ୍କ ସହ ବି ହୋଇ ଯାଇପାରେ ଏପରି କିଛି ! ଦିନକୁ ଥରରୁ ଅଧିକ କିମ୍ବା ଯଦି ପ୍ରତ୍ୟେକ ଦିନ ଯୌନ ସଂପର୍କ ରଖୁଥାନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଯୌନ ସମ୍ପର୍କ ବା ଯାହାର ଇଂରାଜୀ ନାମ ହେଉଛି ସେକ୍ସ୍ । ଏହା ଆମ ଜୀବନ ଶୈଳୀର ଏକ ପର୍ଯ୍ୟାୟ ଅଟେ । ଯାହାର କି ସବୁବେଳେ ନକାରାତ୍ମକ ପ୍ରଭାବ ରହିଛି ତାହା କହିବା ହୁଏ ତ ଭୂଲ ହୋଇପାରେ । କାରଣ ସେକ୍ସ୍ ପାଇଁ ହିଁ ମଣିଷ ସମାଜ ତିଷ୍ଠି ରହି ପାରିଛି ।

ହେଲେ କିନ୍ତୁ ସବୁ ଜିନିଷର ଏକ ସୀମା ରହିଥାଏ । ଯାହାକୁ ପାର ହେଜେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ସେହିଭଳି ସେକ୍ସ୍ ମଧ୍ୟ ଏକ ଏପରି ଯାହାକୁ ବାରମ୍ବାର କଲେ ମଧ୍ୟ ଆମ ମନ ଭରି ନଥାଏ । ଏବଂ ଏହା ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥାଏ ମଧ୍ୟ ।

ଏକ ରିପୋର୍ଟ ଅନୁସାରେ, ଯଦି କେହି ପୁରୁଷ କିମ୍ବା ନାରୀ ବାରମ୍ବାର ସେକ୍ସ୍ କରନ୍ତି ତେବେ ସେମାନଙ୍କ ଥାଇ ବିଭିନ୍ନ ପ୍ରକାରର ସାୟା ଦେଖା ଦେଇଥାଏ । ଯାହାକି ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ନିକଟରେ ଅଧିକ ଦେଖା ଦେଇଥାଏ ।

 ବାରମ୍ଵାର ସେକ୍ସ୍ କରିବା ଦ୍ବାରା ମହିଳା ମାନେ ପୁରୁଷ ମାନଙ୍କ ତୁଳନାରେ ଦୁର୍ବଳ ହୋଇ ଯାଆନ୍ତି । ଏପରିକି ବାରମ୍ବାର ସେକ୍ସ୍ ଦ୍ଵାରା ମହିଳା ମାନଙ୍କ ନିକଟରେ ରକ୍ତ ହୀନତା ମଧ୍ୟ ଦେଖା ଦେଇଥାଏ । ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ମହିଳା ଯୌନାଙ୍ଗ ଫୁଲି ଥାଏ । ଏହି ସମସ୍ୟା ହେତୁ ଅନେକ ମହିଳା ଯୌନ ପ୍ରସଙ୍ଗଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।