ଭଗବାନ ଶୁଣିଲେ ଅନୁଭବଙ୍କ ଡାକ, ପୁଣି ଅନୁଭବ ଙ୍କୁ ମିଳିଲା ବଡ଼ ଖୁସିର ଖବର

 

ଓଲିଉଡ଼ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିଜ ପାରିବାରିକ କାରଣ ହେତୁ ବିଗତ କିଛିଦିନ ହେବ ବେସ୍ ଚର୍ଚ୍ଚାରେ ରହି ଆସିଛନ୍ତି। ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ କଳହ ଲାଗି ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଡ଼ିଭୋର୍ସ ହେବାକୁ ଯାଉଛି। ଏଥିନେଇ ବିଗତ କିଛିବର୍ଷ ହେବ ଅନୁଭବ କୋର୍ଟର ଚକ୍କର ଲଗାଉଛନ୍ତି।

ଏବେ ଛାଡ଼ପତ୍ର ହେବା ନେଇ କୋର୍ଟ ଗ୍ରୀନ ସିଗ୍ନାଲ୍ ଦେବାପରେ ଅନୁଭବଙ୍କ ଓ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଥିଲା। ତେବେ, ଏଥିନେଇ ଅନୁଭବ ବେସି ଖୁସି ହୋଇପାରିନଥିଲେ। ଏହାର କାରଣ ହେଉଛନ୍ତି ଅନୁଭବଙ୍କ ବାପା। ପ୍ରକୃତରେ ବିଗତ କିଛି ଦିନ ହେବ ଅନୁଭବଙ୍କ ବାପା ରୋଗାଗ୍ରସ୍ତ ରହିଥିଲେ।

ଏବେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ଜଣାପଡିଛି। ଅସ୍ତ୍ରୋପଚାର ପରେ ଅନୁଭବଙ୍କ ବାପା ପୁଣିଥରେ ସୁସ୍ଥ ହୋଇ ଘରକୁ ଫେରି ଆସିଥିବା ଜଣାପଡିଛି। ଯାହାଫଳରେ ଅନୁଭବଙ୍କ ଜୀବନରେ ପୁଣିଥରେ ଖୁସିର ଲହରୀ ଫେରି ଆସିଛି। କୋର୍ଟର ଶୁଣାଣି ପରେ ଏବେ ବାପାଙ୍କ ଦେହ ଠିକ୍ ହୋଇଯାଇଥିବାରୁ ଅନୁଭବ ବେସ୍ ଖୁସି ଥିବା ପ୍ରକାଶ କରିଛନ୍ତି। 

<a href=https://youtube.com/embed/-tA6KWzV3yM?autoplay=1&mute=1><img src=https://img.youtube.com/vi/-tA6KWzV3yM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଅନୁଭବଙ୍କୁ ବେସ୍ ପସନ୍ଦ କରୁଥିବା ଏବଂ ସୁଖଃ ଦୁଖଃରେ ସାଥିରେ ରହିଥିବା ତାଙ୍କର ପ୍ରଶଂସକମାନଙ୍କ ଭିତରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି। ଆଉ କିଛିଦିନ ମଧ୍ୟରେ ଅନୁଭବ-ବର୍ଷା ଯୋଡିଙ୍କର ଛାଡ଼ପତ୍ର ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏପରିକି ଅନୁଭବ ଏହାପରେ ଦ୍ଵିତୀୟ ବିବାହ ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ:- ଐଶ୍ବର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ କଣ କରିଥିଲେ ସଲମାନ, ସବୁ ଖୋଲି କହିଦେଲେ ଭାଇଜାନ୍