ନିର୍ବାଚନ ବେଳେ ଏହି ସୁନ୍ଦରୀ ଯୁବତୀଙ୍କୁ ଦେଖି ଚମକି ପଡିଲେ ଲୋକେ, ତେବେ କିଏ ଇଏ, ଜାଣି ହେବେ ଆଶ୍ଚର୍ଯ୍ୟ

 

ଭୋଟ ବୁଥରେ ଲାଗିଛି ଗହଳି । ଆପଣ ଭାବୁଥିବେ ଭୋଟ ଦେବା ପାଇଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଦେଖିବାକୁ ହୋଇଥିଲା ଏହି ଗହଳି । ତେବେ ଜାଣନ୍ତୁ ଏହି ସୁନ୍ଦରୀ ଯୁବତୀ ଜଣଙ୍କ କିଏ ଯାହା ପାଇଁ ହୋଇଥିଲା ଏତେ ଗହଳି ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଟିକେ ୨୦୧୯ ନିର୍ବାଚନ କଥା ମାନେ ପକାନ୍ତୁ । ଏହି ସମୟରେ ମଧ୍ଯ ଏକ ସୁନ୍ଦରୀ ଯୁବତୀଙ୍କ ଫଟୋ ବେଶ ଭାଇରାଲ ହୋଇଥିଲା । ଏହି ଯୁବତୀଙ୍କ ନାଆଁ ଥିଲା ମିନା ଦ୍ବିବେଦୀ । ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ଭାଇରାଲ୍ ହେଉଥିଲା ତାଙ୍କର ହଳଦିଆ ଶାଢ଼ୀ ପିନ୍ଧା ଏକ ଫଟୋ । 

ଠିକ୍ ସେହିପରି ଏହି ନିର୍ବାଚନରେ ଭାଇରାଲ ହେଉଛି ସୁସିଲା କନେସଙ୍କ ଫଟୋ । ସେ ହେଉଛନ୍ତି ଜଣେ ପୁଲିଂ ଅଫିସର । ବସ୍ ରୁ ଓହ୍ଲାଇ ଭୋଟ କ୍ୟାମ୍ପ ଆଡ଼କୁ ଯିବା ସମୟରେ ତାଙ୍କର ଏହି ଫଟୋ ଭାଇରାଳ ହେଇଛି । ଆରମ୍ଭ ହୋଇ ଗଲାଣି ୨୦୨୪ ସାଧାରଣ ନିର୍ବାଚନ । ଏ ନେଇ ବିଭିନ୍ନ କଥା ବର୍ତ୍ତମାନ୍ ସାମ୍ନାକୁ ଆସିବା ପରେ ଏ କଥାଟି ସଂପୂର୍ଣ୍ଣ ନିଆରା ।