ଦଶମ ଓ ଦ୍ଵାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଖୁସିଖବର ମୋଦୀ ସରକାରଙ୍କ ଏହି ଯୋଜନାରେ ଉପକୃତ ହେବେ ସମସ୍ତେ

ଆପଣ ସମସ୍ତଙ୍କୁ ଜଣାଥିବ ଯେ ମୋଦୀ ସରକାର ଦିନକୁ ଦିନ ଏମିତି ଅନେକ ଯୋଜନା ଆଣୁଛନ୍ତି ଯାହା ସାଧାରଣ ଲୋକଙ୍କୁ ଅନେକ ଫାଇଦା ହେଉଛି. ତେବେ ମୋଦୀ ସରକାର ଦଶମ ଓ ଦ୍ଵାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଆଣିଛନ୍ତି ସ୍କଲାରସିପ ଯୋଜନା ଯେଉଁ ବିଦ୍ୟାର୍ଥୀ ମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଭଲ ଅଙ୍କରେ ପାସ୍ କରିଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ସ୍କଲାରସିପ୍ ଦିଆଯିବ. ଏହି ସ୍କଲାରସିପର ଯୋଜନାର ନାମ ହେଉଛି ଅବଦୁଲ୍ କଲାମ୍ ସ୍କଲାରସିପ ଅଟେ.
 

ଆପଣ ସମସ୍ତଙ୍କୁ ଜଣାଥିବ ଯେ ମୋଦୀ ସରକାର ଦିନକୁ ଦିନ ଏମିତି ଅନେକ ଯୋଜନା ଆଣୁଛନ୍ତି ଯାହା ସାଧାରଣ ଲୋକଙ୍କୁ ଅନେକ ଫାଇଦା ହେଉଛି. ତେବେ ମୋଦୀ ସରକାର ଦଶମ ଓ ଦ୍ଵାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଆଣିଛନ୍ତି ସ୍କଲାରସିପ ଯୋଜନା ଯେଉଁ ବିଦ୍ୟାର୍ଥୀ ମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଭଲ ଅଙ୍କରେ ପାସ୍ କରିଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ସ୍କଲାରସିପ୍ ଦିଆଯିବ.

ଏହି ସ୍କଲାରସିପର ଯୋଜନାର ନାମ ହେଉଛି ଅବଦୁଲ୍ କଲାମ୍ ସ୍କଲାରସିପ ଅଟେ. ଏହି ସ୍କଲାରସିପ ମାଧ୍ୟମରେ ଯେଉଁମାନେ ଦଶମ ଶ୍ରେଣୀ ଓ ଦ୍ୱାଦଶ ରେ ଭଲ ନମ୍ବର ରହିଛି ଓ ଯିଏ ଟପର ହେଇଛି ସେମାନଙ୍କୁ ସରକାରଙ୍କ ତରଫରୁ ମିଳିବ ଅବଦୁଲ୍ କଲାମ୍ ସ୍କଲାରସିପ ପ୍ରଦାନ କରାଯିବ.

ଯଦି ଜଣେ ବିଦ୍ୟାର୍ଥୀର ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀରେ ୭୫% ରୁ ଉର୍ଦ୍ଧ ରହିଛି ସେମାନଙ୍କୁ ଏହି ସ୍କଲାରସିପ୍ ମିଳିବ. ଛାତ୍ରଛାତ୍ରୀ ମାନେ ସ୍କଲାରସିପ୍ ଲାଭ ଉଠେଇବା ପାଇଁ ସରକାର କହିଛନ୍ତି. ଏଥିରେ ସରକାର ଲକ୍ଷ୍ୟ ଅଛି ଯେଉଁମାନେ ଗରିବ କି ସାଧାରଣ ବର୍ଗର ପିଲାମାନେ ଯେଉଁମାନେ ଦଶମ ଦ୍ୱାଦଶ ପରେ ଆହୁରି ପଢିବାକୁ ଚାହୁଁଛନ୍ତି ହେଲେ ଅର୍ଥ ଅଭାବରେ ପଢିବାରୁ ବଞ୍ଚିତ ହେଉଛନ୍ତି ଏହି ସ୍କଲାରସିପ ସେମାନଙ୍କୁ ବେଶ୍ ସାହାଯ୍ୟ କରିବ.