ପ୍ରେମିକ ଦେଲା ଧୋକା ତ ଏହି ଅଭିନେତ୍ରୀ ମାନେ କଲେ ନିଜ ଜୀବନର ଅନ୍ତ, ନମ୍ବର ଏକ ଥିଲେ ଗର୍ଭବତୀ

ଟିଭି ଓ ବଲିଉଡ ଜଗତରେ ଏମିତି ଅନେକ ଅଭିନେତ୍ରୀ ଯେଉଁମାନେ ପ୍ରେମରେ ଧୋକା ଖାଇବା ପରେ ନିଜ ଜୀବନକକୁ ଧୂଳିସାତ କରିବା ସହ ଆତ୍ମହତ୍ୟା ମଧ୍ୟ କରିବାକୁ ପଛେଇନାହାନ୍ତି। ତେବେ ଆସନ୍ତୁ ଜାଣିବା ଏଭଳି କେତେଜଣ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିବା ଘଟଣା ସାରା ଟିଭି ଓ ବଲିଉଡ ଜଗତରେ ଚର୍ଚାର ବିଷୟ ପାଲଟିଥିଲା। ୩.ଜୀୟା ଖାନ କିଛି ଦିନ ପୂର୍ବେ ଫିଲ୍ମ ଗଜନିରେ ଅଭିନୟ କରିଥିବା ସୁନ୍ଦର ଅଭିନେତ୍ରୀ
 

ଟିଭି ଓ ବଲିଉଡ ଜଗତରେ ଏମିତି ଅନେକ ଅଭିନେତ୍ରୀ ଯେଉଁମାନେ ପ୍ରେମରେ ଧୋକା ଖାଇବା ପରେ ନିଜ ଜୀବନକକୁ ଧୂଳିସାତ କରିବା ସହ ଆତ୍ମହତ୍ୟା ମଧ୍ୟ କରିବାକୁ ପଛେଇନାହାନ୍ତି। ତେବେ ଆସନ୍ତୁ ଜାଣିବା ଏଭଳି କେତେଜଣ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିବା ଘଟଣା ସାରା ଟିଭି ଓ ବଲିଉଡ ଜଗତରେ ଚର୍ଚାର ବିଷୟ ପାଲଟିଥିଲା।

୩.ଜୀୟା ଖାନ

କିଛି ଦିନ ପୂର୍ବେ ଫିଲ୍ମ ଗଜନିରେ ଅଭିନୟ କରିଥିବା ସୁନ୍ଦର ଅଭିନେତ୍ରୀ ଜୀୟା ଖାନ ହଠାତ ସନ୍ଦେହଜନକ ଭାବରେ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଜଣାଥିବ। ଜୀୟା ଖାନ ଓ ତାଙ୍କ ବୟଫ୍ରେଣ୍ଡ ସୁରଜ ପାଞ୍ଚଲି ଦୁହିଁଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଠିକବି ଥିବା ବେଳେ ଜୀୟା ଖାନ ହଠାତ ସନ୍ଦେହଜନକ ଭାବରେ ଆତ୍ମହତ୍ୟା କରିଥିଲେ। ନିଜ ଫ୍ଲାଟ ରେ ହିଁ ଜୀୟାଙ୍କ ମୃତ ଶରୀର ମିଳିଥିଲା ।

୨. କୁଲଜିତ ରାନ୍ଧବା

ଟିଭି ସିରିଏଲ କୋହିନୁର ଧାରାବାହିକ ର ଅଭନେତ୍ରୀ କୁଲଜିତ ରାନ୍ଧବା ୬ ଫରିବୁଆରି ୨୦୦୮ ରେ ଆତ୍ମହତ୍ୟା କରିଥିଲେ। ସନ୍ଦେହଜନକ ଭାବରେ ଆତ୍ମହତ୍ୟା କରିଥିଲେ। ନିଜ ଫ୍ଲାଟ ରେ ହିଁ ରାଶି ମଧ୍ୟରେ ଝୁଲି ରହିଥିବା ଅବସ୍ଥାରେ ମୃତ ଶରୀର ମିଳିଥିଲା ।

୧. ପ୍ରତ୍ୟୁଷା ବାନାର୍ଜୀ

ପ୍ରତ୍ୟୁଷା ବାନାର୍ଜୀ ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ସେ କଲର୍ସ ଚେନେଲ ରେ ପ୍ରସାରିତ “ବାଳିକା ବଧୂ” , ଶାଶୁରାଳ ସୀମାର କା , ହମ ହେ ନା,ସାବଧାନ ଇଣ୍ଡିଆ , ଏବଂ କମେଡି କ୍ଳାସଏସ ରେ ମଧ୍ୟ ଅଭିନୟ କରି ବେଶ ପରିଚିତ ହୋଇଥିଲେ ଏହି ଅଭିନେତ୍ରୀ । ୧ ଅପ୍ରେଲ ୨୦୧୬ ମସିହାରେ ନିଜ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ର ମୂଳ କାରଣ ଥିଲା ପ୍ରେମରେ ଧୋକା ଖାଇବା । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଏହା ଜଣା ପଡିଥିଲା ଯେ ମୃତ୍ୟୁ ସମୟରେ ପ୍ରତ୍ୟୁଷା ବାନାର୍ଜୀ କିଛିଦିନ ପୂର୍ବରୁ ବା ଏକ ମାସ ର ଗର୍ଭବତୀ ଥିଲେ ବୋଲି ଏବଂ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।