ଶାରୀରିକ ସମ୍ପର୍କକୁ ନେଇ ଆପଣ ଦେଖୁଛନ୍ତି କି ଏପରି ଖରାପ ସ୍ବପ୍ନ !ଏହା ପଛର ରହସ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ

ସବୁ ସ୍ବପ୍ନ ର ଗୋଟେ ମତଲବ ଥାଏ ବିନା ମତଲବ ରେ କେବେ ସ୍ବପ୍ନ ଦେଖି ହୁଏନି | ସେହିପରି ଯଦି ଆପଣ ଶାରୀରିକ ସମ୍ପର୍କକୁ ନେଇ କିଛି ସ୍ବପ୍ନ ଦେଖୁଛନ୍ତି ତେବେ ଏହାକୁ କେବେ ସ୍ବପ୍ନ ଭାବି ପରିହାସ କରନ୍ତୁନି କାରଣ ଏହି ସ୍ବପ୍ନ ର ସମ୍ବଦ୍ଧ ଆପଣଙ୍କ ବ୍ୟକ୍ତିତ୍ୱ ସହ କିପରି ନା କିପରି ଯୋଡି ହେଇକି ରହିଥାଏ | ଯଦି ଆପଣଙ୍କ ନିଜ ଆଖପାଖର ଲୋକ କିମ୍ବା ଆପଣଙ୍କ ଏକ୍ସ ପ୍ରେମୀ କିମ୍ବା
 

ସବୁ ସ୍ବପ୍ନ ର ଗୋଟେ ମତଲବ ଥାଏ ବିନା ମତଲବ ରେ କେବେ ସ୍ବପ୍ନ ଦେଖି ହୁଏନି | ସେହିପରି ଯଦି ଆପଣ ଶାରୀରିକ ସମ୍ପର୍କକୁ ନେଇ କିଛି ସ୍ବପ୍ନ ଦେଖୁଛନ୍ତି ତେବେ ଏହାକୁ କେବେ ସ୍ବପ୍ନ ଭାବି ପରିହାସ କରନ୍ତୁନି କାରଣ ଏହି ସ୍ବପ୍ନ ର ସମ୍ବଦ୍ଧ ଆପଣଙ୍କ ବ୍ୟକ୍ତିତ୍ୱ ସହ କିପରି ନା କିପରି ଯୋଡି ହେଇକି ରହିଥାଏ |

ଯଦି ଆପଣଙ୍କ ନିଜ ଆଖପାଖର ଲୋକ କିମ୍ବା ଆପଣଙ୍କ ଏକ୍ସ ପ୍ରେମୀ କିମ୍ବା କୌଣସି ବ୍ୟକ୍ତି ଯିଏ ଆପଣଙ୍କୁ ବେଶୀ ଭଲ ଲାଗେ କି ଏମିତି କୌଣସି ବ୍ୟକ୍ତି ଯାହାକୁ ଆପଣ ପସନ୍ଦ କରନ୍ତିନି , ଏହିପରି ବ୍ୟକ୍ତିଙ୍କୁ ନେଇ ଆପଣ ସେକ୍ସ ସ୍ବପ୍ନ ଦେଖନ୍ତି ତେଣୁ ଏହି ସ୍ବପ୍ନ ର ଅର୍ଥ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ |

ତେବେ ଆସନ୍ତୁ ଜାଣିବା ଶାରୀରିକ ସମ୍ପର୍କକୁ ନେଇ ଆପଣ ଦେଖୁଥିବା ସ୍ବପ୍ନ ବିଷୟ ରେ ଓ ଏହାର କାରଣ |

ଯଦି ଆପଣଙ୍କୁ ରୋମାଣ୍ଟିକ ସ୍ବପ୍ନ ସକାଳ ସମୟରେ ଆସେ ତାହାଲେ ଜାଣି ନିଅନ୍ତୁ ଆପଣ ଆପଣଙ୍କ ପାର୍ଟନର କଥା ଅଧିକ ଭାବୁଛନ୍ତି | ଆପଣଙ୍କ ଶରୀର କୁ କିଛି ଆବଶ୍ୟକତା ଅଛି ଯାହା ଶରୀର ଆପଣଙ୍କୁ ଜଣେଇବାକୁ ଚାହୁଁଚି, ଯାହା ସମୟ ସହିତ ଲୁପ୍ତ ହୋଇଯାଏ | ଅଧିକ ରୁ ଅଧିକ ଏମତି ସ୍ଵପ୍ନ ଆସିବା ଦ୍ୱାରା ଶାରୀରିକ ଏବଂ ମାନସିକ ସମସ୍ୟା ଦେଖା ଯାଇପାରେ |