ପୁରୁଷ ମାନେ ନିଶ୍ଚିନ୍ତ ପଢ଼ନ୍ତୁ , ନିଜ ପାର୍ଟନର ଙ୍କୁ ଜାବୁଡି ଧରି ଶୋଇଲେ ହୋଇଥାଏ ଏହି ସବୁ ଫାଇଦା

କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ଏକା ଶୋଇବା ପସନ୍ଦ କରନ୍ତି ନାହିଁ ଆହୁରି ମଧ୍ୟ ବିପରୀତ କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏକା ଶୋଇବା ପସନ୍ଦ କରନ୍ତି | ଆଜିର ଆମର ଏହି ପୋଷ୍ଟ ସେହି ମାନଙ୍କ ପାଇଁ କି ଯୋଉମାନେ ତାଙ୍କର ପାର୍ଟନର ଙ୍କ ସହ ରାତ୍ର ଜାପାନ କରୁଛନ୍ତି | ଆପଣଙ୍କୁ ଏହିଠାରେ ଜଣେଇଦେଉଚୁ କି ନିଜର ପାର୍ଟନରଙ୍କ ସହ ଏହିପରି ରାତ୍ର ଯାପନ କଲେ ଆପଣ କେତେଗୁଡିଏ
 

କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ଏକା ଶୋଇବା ପସନ୍ଦ କରନ୍ତି ନାହିଁ ଆହୁରି ମଧ୍ୟ ବିପରୀତ କିଛି ଲୋକ ଅଛନ୍ତି ଯେଉଁ ମାନେ କି ଏକା ଶୋଇବା ପସନ୍ଦ କରନ୍ତି | ଆଜିର ଆମର ଏହି ପୋଷ୍ଟ ସେହି ମାନଙ୍କ ପାଇଁ କି ଯୋଉମାନେ ତାଙ୍କର ପାର୍ଟନର ଙ୍କ ସହ ରାତ୍ର ଜାପାନ କରୁଛନ୍ତି | ଆପଣଙ୍କୁ ଏହିଠାରେ ଜଣେଇଦେଉଚୁ କି ନିଜର ପାର୍ଟନରଙ୍କ ସହ ଏହିପରି ରାତ୍ର ଯାପନ କଲେ ଆପଣ କେତେଗୁଡିଏ ରୋଗ ଠାରୁ ଦୁରେଇ ଯିବେ | ଏକ ଅନୁସନ୍ଧାନ ମୁତାବିକ ପାର୍ଟନର ଙ୍କୁ ଜାବୁଡି ଧରି ଶୋଇବା ରେ କେବଳ ସମ୍ବନ୍ଧ ବଢ଼େନି ବରଂ ଆପଣ ଆନେକ ରୋଗ ରୁ ରକ୍ଷା ପାନ୍ତି |

ଅନୁସନ୍ଧାନ ଅନୁସାରେ ଆପଣଙ୍କୁ ଜଣେଇ ଦିଆଯାଉଛି କି ଆମେରିକା ରେ ଏକ ମିଶ୍ରଣ କରାଯାଇଥିଲା ଯୋଉଥିରେ କି ୧୦୦୦ କପ୍ଲସ ଙ୍କୁ ସାମିଲ କରାଯାଇଥିଲା | ଏବଂ ସେଥିରେ ୫୦୦ ଏମିତି କପ୍ଲସ ଥିଲେ କି ଯୋଉଁମାନେ କି ତାଙ୍କ ପାର୍ଟନରଙ୍କୁ ଜାବୁଡି ଧରି ସୋଇଥିଲେ ଓ ଅନ୍ୟ ୫୦୦ କପ୍ଲସ ନିଜ ପାର୍ଟନରଙ୍କ ଠାରୁ ଦୁରେଇ ସୋଇଥିଲେ ଏହି ରିସର୍ଚ୍ଚ ରୁ କିଛି ଘଟଣା ସାମ୍ନା କୁ ଆସିଥିଲା ଯାହା ସମସ୍ତଙ୍କୁ ଚମକେଇ ଦେଇଥିଲା |

ଅନୁସନ୍ଧାନ ଅନୁସାରେ ଯେଉଁ କପ୍ଲସ ନିଜ ପାଟର୍ନର ଙ୍କ ସହ ଜାବୁଡ଼ିଧରି ସୋଇ ରାତ୍ର ଜାପାନ କରୁଥିଲେ ସେ ଶାରୀରିକ ଓ ମାନସିକ ସ୍ଥରରେ ବହୁତ ସୁସ୍ଥ ଅଟନ୍ତି ସେହିପରି ଅନ୍ୟ ପଟରେ ଯେଉଁମାନେ ତାଙ୍କ ପାର୍ଟନର ଙ୍କ ଠାରୁ ଦୁରେଇ ରହି ରାତ୍ର ଜାପାନ କରୁଛନ୍ତି ସେମାନେ ଶାରୀରିକ ଓ ମାନସିକ ସ୍ଥର ରେ କିଛି ନା କିଛି ସମସ୍ୟା ଘେର ରେ ରହୁଛନ୍ତି |

ଖବର ଅନୁସାରେ ଯେଉଁ ଲୋକମାନେ ତାଙ୍କ ପାର୍ଟନର ଙ୍କ ସହ ତାଙ୍କୁ ଆଲିଙ୍ଗନ କରି ରାତ୍ର ଜାପାନ କରନ୍ତି ସେମାନଙ୍କୁ କେବେ ଏକେଲାପଣ ଅନୁଭବ ହୁଏନି ଏହା ଛଡା ଏହା ମଧ୍ୟ ଦେଖିବାକୁ ମିଳୁଛି ଯେଉଁ ମାନେ ଏକାଠି ସୋଇ ରାତ୍ର ଯାପନ କରୁଛନ୍ତି ସେମାନେ ଅଲଗା ରହି ରାତ୍ର ଜାପାନ କରୁନଥିବା ଲୋକ ଙ୍କ ଠାରୁ ବେଶ ଖୁସି ରେ ରହୁଛନ୍ତି |

ମିଶ୍ରଣ ଅନୁସନ୍ଧାନ ର ରିସର୍ଚ୍ଚ ରୁ ଜଣାପଡିଲା ଯେ ଜଣେ ଅନ୍ୟ ଜଣଙ୍କୁ ଜାବୁଡି ଧରି ଆଲିଙ୍ଗନ କରି ଶୋଇଲେ ଭଲ ଓ ଗହରୀଆ ନିଦ ମଧ୍ୟ ହୁଏ | ଏହା ମଧ୍ୟ କୁହାଯାଉଛି କି ଜାବୁଡି ଧରି ଶୋଇଲେ ରୋଗ ପ୍ରତିରୋଧକତା ବଢିଥାଏ , ସେଥିପାଇଁ ପାର୍ଟନର ଙ୍କ ପାଖାପାଖି ଶୋଇଲେ ରୋଗ ପ୍ରତିରୋଧକତା କ୍ଷମତା ବଢିଥାଏ |

ଯେଉଁ ଲୋକମାନେ ନିଜ ପାର୍ଟନର ଙ୍କୁ ଶୋଇବା ସମୟରେ ଜାବୁଡି ଧରି ଆଲିଙ୍ଗନ କରି ରାତ୍ର ଯାପନ କରନ୍ତି ସେମାନେ ଟେନସନ ରୁ ମୁକ୍ତ ଥାନ୍ତି ଏବଂ ସାଥିରେ ଶୋଇଲେ ମଧ୍ୟ ମୁଣ୍ଡ ବ୍ୟଥା ହୁଏନି କାରଣ ପାର୍ଟନର ଙ୍କ ସହ ଶୋଇଲେ ରାତିଯାକ ମୁଣ୍ଡ ଥଣ୍ଡା ରୁହେ |