୪୦୦୦ ବର୍ଷ ପୂର୍ବେ ଜିଅନ୍ତା ମାଟି ତଳେ ପୋତା ଯାଇଥିଲା ଏହି ପ୍ରେମୀ ପ୍ରେମିକା ଙ୍କୁ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆସାରା ଖୋଲୁଥିବା ସମୟରେ ବିଶେଷଜ୍ଞ ଙ୍କୁ କିଛି ରହସ୍ୟାଭରା ଜିନିଷ ମିଳିଥାଏ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏମିତି ହିଁ କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି କବର କଜାଖସ୍ଥାନ ରେ ବୈଜ୍ଞାନିକ ଙ୍କୁ ଖୋଲୁଥିବା ସମୟରେ ମିଳିଲା । ଏହି କବର 4000 ବର୍ଷ ପୁରୁଣା ଅଟେ, ଯାହାକୁ ବହୁତ ରହସ୍ୟାଭରା ଉପାୟରେ ପୋତାଯାଇଥିଲା । ଏହି ରହସ୍ୟାଭରା କବର ରେ ମହିଳା ଓ ପୁରୁଷ ର କଙ୍କାଳ ଅଛି, ଏହି ଦୁଇଜଣଙ୍କୁ ଦେଖି
 

ଦୁନିଆସାରା ଖୋଲୁଥିବା ସମୟରେ ବିଶେଷଜ୍ଞ ଙ୍କୁ କିଛି ରହସ୍ୟାଭରା ଜିନିଷ ମିଳିଥାଏ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏମିତି ହିଁ କିଛି ଆଶ୍ଚର୍ଯ୍ୟ କରିଦେଲା ଭଳି କବର କଜାଖସ୍ଥାନ ରେ ବୈଜ୍ଞାନିକ ଙ୍କୁ ଖୋଲୁଥିବା ସମୟରେ ମିଳିଲା । ଏହି କବର 4000 ବର୍ଷ ପୁରୁଣା ଅଟେ, ଯାହାକୁ ବହୁତ ରହସ୍ୟାଭରା ଉପାୟରେ ପୋତାଯାଇଥିଲା ।

ଏହି ରହସ୍ୟାଭରା କବର ରେ ମହିଳା ଓ ପୁରୁଷ ର କଙ୍କାଳ ଅଛି, ଏହି ଦୁଇଜଣଙ୍କୁ ଦେଖି ଏମିତି ଲାଗୁଛି କି, ଦୁହେଁ ପରସ୍ପର କୁ ଦେଖୁଛନ୍ତି । ବୌଜ୍ଞାନିକ ଙ୍କୁ ଏହି କବର ରୁ ଛୁରୀ, ଗହଣା, ମୋତି ଓ ପିତଳ ର ଚୁଡ଼ି ମିଳିଥିଲା ।

ସୂଚନା ଅନୁସାରେ, ଏହି କବର କାଂସ୍ୟ ଯୁଗ ( 3000 ଇ.ପୂ. ରୁ 1200 ଇ.ପୂ.)ର ଅଟେ । ଏହି ରହସ୍ୟାଭରା କବର ବିଷୟରେ ବିଶେଷଜ୍ଞ ଇଗୋର କୁକୁସ୍କିନ କହିଲେ କି, ଏଠାରେ ଯେଉଁ କଙ୍କାଳ ମିଳିଛି, ତାହା ପୋତିବା ଆଗରୁ ଜିବୀତ ଥିଲେ । ଏହି ଦୁଇଜଣଙ୍କୁ ପୋତିବା ସମୟରେ ଏହି ଏରିଆ ରେ ଲଢେଇ ଓ ସଂଘର୍ଷ ର ମାହୋଲ ଥିଲା ।

ବୈଜ୍ଞାନିକମାନେ ବର୍ତମାନ ପର୍ଯ୍ୟନ୍ତ ଏହି କଥା କୁ ଜାଣିପାରିଲେ ନାହିଁ କି ଏହି ଦୁଇଜଣଙ୍କ ମଧ୍ୟରେ କଣ ସମ୍ପର୍କ ଥିଲା । ଏହି ଦୁଇଜଣଙ୍କର କଣ ବୟସ ଥିଲା । ଏହି କଙ୍କାଳ ବିଷୟରେ ମାତ୍ର ଏତିକି ଜଣାପଡିଲା କି ଏହି ଦୁଇଜଣ ମହିଳା-ପୁରୁଷ ଯବାନ ଥିଲେ । ବୈଜ୍ଞାନିକମାନେ ଏବେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି କି ଶେଷରେ ଏହି ଦୁଇଜଣଙ୍କୁ ଏହି ଉପାୟରେ କାହିଁକି ପୋତାଯାଇଥିଲା ?