ଆପଣଙ୍କ ପାଖରେ ଅଛି କି ଏହି ୨ ଟଙ୍କିଆ କଏନ୍? ବିକ୍ରିକରି ପାଇପାରିବେ ୫ଲକ୍ଷ ଟଙ୍କା, କ୍ଲିକ୍ କରି ଜାଣନ୍ତୁ କେମିତି ଏହାକୁ କରିବେ ବିକ୍ରି

 

ଆପଣ ମଧ୍ୟ ପୁରୁଣା ନୋଟ ଏବଂ କଏନ ସଂଗ୍ରହ କରିବାରେ ରୁଚି ରଖନ୍ତି କି? ତେବେ ଆପଣଙ୍କ ପାଇଁ ଆସୁଛି ଏକ ବଡ଼ ଖୁସି ଖବର କାରଣ ଏହି ପୁରୁଣା କଏନ୍ କୁ ବ୍ୟବହାର କରି ଆପଣ ଲକ୍ଷପତି ହୋଇପାରିବେ। ପ୍ରକୃତରେ କିଛି ଖାସ ମୁଦ୍ରାକୁ ଅନଲାଇନ ନିଲାମ କରି ଆପଣ ଏହି ସୁଯୋଗର ଫାଇଦା ଉଠାଇ ପାରିବେ।

୧୯୯୪ ମସିହାରେ ତିଆରି ହୋଇଥିବା ୨ ଟଙ୍କାର କଏନ ଯାହା ପଛରେ ଭାରତୀୟ ପତାକା ମଧ୍ୟ ରହିଛି ତାହାକୁ (Quikr) ୱେବସାଇଟରେ ପ୍ରାୟ ୫ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଉଛି। ସେହିପରି , ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କର ଟାଙ୍କିକିଆ ରୂପା ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା ରହିଛି। ଏଥିସହିତ ୧୯୧୮ ମସିହାର ଜର୍ଜ ଭି କିଙ୍ଗ ସମ୍ରାଟଙ୍କ ବ୍ରିଟିଶ ଟଙ୍କିକିଆ ମୁଦ୍ରାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ରହିଛି।

ଏହି ମୁଦ୍ରାଗୁଡ଼ିକ ଇ-କମର୍ସ ସାଇଟ୍ (Quikr)ରେ ବିକ୍ରି କରାଯାଉଛି।  ଯଦିଓ, ଏହି ମୁଦ୍ରା ପାଇଁ ବହୁତ ଚାହିଦା ରହିଛି। ତଥାପି, ଏହାର ପ୍ରକୃତ ମୂଲ୍ୟ କ୍ରେତା ଏବଂ ବିକ୍ରେତାଙ୍କ ମୁଲଚାଲ ଉପରେ ନିର୍ଭର କରିଥାଏ। ଯଦି ଆପଣଙ୍କ ପାଖରେ ଏପରି ମୁଦ୍ରା ଅଛି ଏବଂ ସେଗୁଡିକ ବିକ୍ରୟ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଉକ୍ତ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ। ଏହାପରେ ମୁଦ୍ରାର ଫଟୋ ଉଠାଇ ଏହି ସାଇଟରେ ଅପଲୋଡ୍ କରିବାକୁ ହେବ। କିଣିବାକୁ ଇଚ୍ଛୁକ ଥିବା କ୍ରେତାମାନେ ଆପଣଙ୍କୁ ସିଧାସଳଖ ଯୋଗାଯୋଗ କରିପାରିବେ। ସଠିକ ମୁଲଚାଲ ପରେ ଆପଣ ସେମାନଙ୍କୁ ଏହି ମୁଦ୍ରା ବିକ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିପାରିବେ।