ଶନି ଗ୍ରହର ପ୍ରତକ୍ଷ ଚଳନ, ଏହି ୩ଟି ରାଶି ଉପରେ ପଡିବ ବଡ଼ ପ୍ରଭାବ, ନଭେମ୍ବର ୪ ଯାଏଁ ରହିବ ଭଲ ସମୟ
ଗ୍ରହ ମାନଙ୍କ ମଧ୍ୟରେ ଶନି ଗ୍ରହକୁ ଏକ ଶ୍ରେଷ୍ଠ ଗ୍ରହର ମାନ୍ୟତା ଦିଆ ଯାଇଥାଏ। ଶନି ଗ୍ରହକୁ ନ୍ୟାୟ ର ଦେବତା ମଧ୍ୟ କୁହା ଯାଇଥାଏ। ଶନିଙ୍କର ପ୍ରକୋପରେ ସର୍ବନାଶ ଏବଂ ଶନିଙ୍କର ପ୍ରଶଂସାରେ ଧନ, ଧାନ୍ୟରେ ମଧ୍ୟ ଅଭାବ ରହେ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ସବୁଠାରୁ ମନ୍ଥର ଅଟେ।
ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ଶନି ଗ୍ରହକୁ ଅଢେଇ ବର୍ଷ ସମୟ ଲାଗିଥାଏ। ଏହି ପରି ଭାବେ ୧୨ଟି ରାଶିର ପରି କ୍ରମଣ କରିବା ପାଇଁ ଶନିଙ୍କୁ ୩୦ ବର୍ଷ ସମୟ ଲାଗିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଦେବ ନିଜର ଗତି ପଥ ବଦଳାଇବାକୁ ଯାଉଛନ୍ତି, ଯାହା କିଛି ରାଶୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ।
ଆସନ୍ତୁ ଜାଣିବା ଶନି ଦେବଙ୍କ ଆଗମନରେ କେଉଁ ରାଶି ର ଭାଗ୍ୟ ବାଦଳିବାକୁ ଯାଉଛି।
ବୃଷ ରାଶି :
ନଭେମ୍ବର ୪ଠାରୁ ଶନି ଗ୍ରହର ସିଧା ଆଗମନ କରିବା ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ବହୁତ୍ ଲାଭ ବାନ ହେବେ। ପରିଶ୍ରମର ଫଳ ନିଶ୍ଚିତ ମିଳିବ। ସୁଖ, ଶାନ୍ତି ଏବଂ ସମୃଦ୍ଧି ର ଅଧିକାରୀ ହେବେ। ପଦର ଉନ୍ନତି ହୋଇ ପରେ। ଆର୍ଥିକ ସ୍ଥିତି ଅତ୍ୟନ୍ତ ଭଲ ରହିବ।
କର୍କଟ ରାଶି :
ଶନିଙ୍କ ପ୍ରଭାବ କର୍କଟ ରାଶିର ଲୋକ ମାନଙ୍କ ଉପରେ ଶୁଭ ରହିବ ବୋଲି କୁହା ଯାଇଛି। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଯେଉଁଠାରେ ଚାକିରୀ କିମ୍ବା ବ୍ୟବସାୟ କରିବାକୁ ଚାହୁଁଛନ୍ତି ତାଙ୍କୁ ଭଲ ସୁଯୋଗ ମଧ୍ୟ ମିଳିବ। ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ। ଦିନ ଗୁଡ଼ିକ ସୁଖମୟ ହେବ। ପରିଶ୍ରମ ଅନୁସାରେ ଫଳ ମିଳିବ।
କନ୍ୟା ରାଶି :
କନ୍ୟା ରାଶିର ଲୋକ ମାନେ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହିତ ମନଲାଖି ଖବର ପାଇବେ।ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିପୁଳ ରୋଜଗାର ହେବ। ପରିବାର ସୁଖ ଶାନ୍ତିରେ ଚାଲିବ । ପଦୋନ୍ନତି ହେବା ସହିତ ବ୍ୟବସାୟ ଏବଂ ବାଣିଜ୍ୟରେ ଲାଭବାନ ହେବେ। କୁମାରୀ ମାନଙ୍କ ପାଇଁ ଏହା ବିଶେଷ ଭାବେ ଶୁଭ ହେବ।
ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏହା ସବୁ ଆମ ଦ୍ୱାରା ନୁହେଁ ବରଂ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା କୁହା ଯାଇଛି।ଆମର କାର୍ଯ୍ୟ ଆପଣଙ୍କ ନିକଟରେ ଖବର ପହଞ୍ଚାଇବା।ଆଶା ସମସ୍ତ ରାଶିର ଲୋକ ମାନଙ୍କ ଜୀବନ ସୁଖମୟ ହେଉ।