ଦେଖନ୍ତୁ ଭିଡିଓ: କଣ ସତ ହେବ ମାଲିକା ବଚନ? କଣ ବାଇଶି ପାହାଚରେ ମୀନ ଖେଳିବ ଆଉ ମାଡି ଆସିବକି ଓଡିଶାକୁ ବିପଦ?

 

ଏବେ ଭୟରେ ଥରୁଛନ୍ତି ଓଡିଶା ଵାସି। କାହିଁକି ଏମିତି ସବୁ ଘଟଣା ଘଟିଯାଉଛି। ଭଗବାନ ଶ୍ରୀ ଜଗନ୍ନାଥଙ୍କ ଭକ୍ତଙ୍କ ଛାତିରେ ଆଜି ଡର। ମାଳିକାର ସେହି ବାକ୍ୟ ଯେମିତି ଆଜି ସମସ୍ତଙ୍କୁ ଚକିତ କରିଦେଉଛି। ଆକାଶ କଳା ବାଦଲରେ ଯେମିତି ଘେରି ହେଇଯାଉଛି ଆଉ ସେପଟେ ଶ୍ରୀ ମନ୍ଦୀରର ବାଇଶି ପାହାଚ ରେ ପାଣି।

ଏ ଦୃଶ୍ୟ ଯେମିତି ସମସ୍ତଙ୍କ ଛାତି ଥରାଇ ଦେଉଛି,କଣ ହେଇଯାଉଛି ଏ ସବୁ  ଆଗରୁ ଯେତେବେଳେ ଶ୍ରୀମନ୍ଦିର ଉପରେ ଚିଲ ଉଡିଥିଲା ସମସ୍ତେ ସେହି ଦୃଶ୍ୟକୁ ଦେଖି ଭୟଭୀତ ହେଉଥିଲେ କାରଣ ସମସ୍ତେ ଜାଣିଛନ୍ତି ଜଗନ୍ନାଥ ମନ୍ଦିର ଉପରେ ବସିବା ହେଉ  କିମ୍ବା ଉଡିବା କେବେ ବି ଶୁଭ ସଂକେତ ଦିଏ ନାହିଁ ଆଜି ଏଭଳି ଶ୍ରୀ ମନ୍ଦିର ଭିତରେ ଲହରୀ ଖେଳୁଛି ପାଣି। ଆଂଠୁଏ ଆଂଠୁଏ ପାଣିରେ ସମସ୍ତେ ଦର୍ଶନ କରୁଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ। ମାଳିକାରେ ଏଠି ଉଲ୍ଲେଖ ରହିଛି ଯାହାକି ବାଇଶି ପାହାଚରେ ମିନ ଖେଳିବ ଆଉ କଳିଯୁଗ ଶେଷ ହେଇଯିବ।

ବର୍ତମାନ ସମୟରେ ଯେମିତି ବିଶ୍ୱାସ ଆଉ ଭରସା ନାହିଁ  ଏ ଦୁନିଆରେ ଅନ୍ୟାୟ ଅନୀତି ବଢ଼ିବାରେ ଲାଗିଛି ଆଉ ଏମିତି ଭାବେ କଣ କଳିଯୁଗ ଶେଷ ହେଇଯିବ ମାଳିକାରେ ଉଲ୍ଲେଖ ରହିଥିବା ସେଇ କଥା ବହୁ ସମୟରେ ଦେଖିବାକୁ ମିଳିଛି ଯାହାକି ବିଗତ ଦିନରେ ସତ ହୋଇଛି ଆଉ ଏବେ ଏଭଳି ଶ୍ରୀମନ୍ଦିରରେ ବାଇଶି ପାହାଚରେ ଆଜି ଏଭଳି ଜଳ ବୋହୁଛି।

<a href=https://youtube.com/embed/DVSUanB0DAs?autoplay=1&mute=1><img src=https://img.youtube.com/vi/DVSUanB0DAs/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ହଁ ଆଂଜ୍ଞା ଏଠାରେ କହି ରଖିବାକୁ ଚାହିଁବୁ ଓଡିଶାକୁ ଯେଉଁ ବନ୍ୟାର ଡ଼ର ରହିଥିଲା ଯେଉଁ ବିପଦ ମାଡି ଆସୁଥିଲା ଏପଟେ ହୀରାକୁଦ ଗେଟକୁ ବନ୍ଦ କରି ନିୟନ୍ତ୍ରଣ କରାଯାଇଛି ଆଉ ତଳିଆ ଅଂଚଳର ଲୋକେ ଟିକେ ଆସ୍ୱସ୍ଥି ହୋଇଛନ୍ତି କିନ୍ତୁ ଏବେ ଏଭଳି ସବୁ ଘଟଣାକୁ ଦେଖି ସମସ୍ତେ ପୁଣିଥରେ ଭୟରେ ଥାରୁଛନ୍ତି ଆଉ କଥା ହେଉଛନ୍ତି ଏଭଳି କଣ ଘଟିଯାଉଛି ଇଏ କଣ ଆଗକୁ ବିପଦ ଆସୁଥିବାର ବଡ ସଂକେତ। ଭକ୍ତଂକ ମନରେ ଆଶା ଅଛି ପ୍ରଭୁ ଜଗନ୍ନାଥ ଏ ବିପଦରୁ ନିଶ୍ଚୟ ଓଡିଶା ବାସୀଙ୍କୁ ଉଦ୍ଧାର କରିବେ।