ଦେଖନ୍ତୁ ଭିଡିଓ: “ତୋ ନାଁରେ ରେପ୍ କେସ୍ ଦେବୀ” ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଯୁବକଙ୍କ କଲର୍ ଧରି ପଥରରେ ମାରିଲେ ଯୁବତୀ

 

ସହିଦନଗର ଅଂଚଳରେ ଗାଡି ପାର୍କିଂକୁ ନେଇ ହାଇଡ୍ରାମା। ହର୍ଣ୍ଣ ମାରିବାକୁ ନେଇ ଅଟୋ ଓ ବାଇକ ଚାଳକଙ୍କ ମଧ୍ୟରେ ଯୁକ୍ତି ତର୍କ। ରାଜରାସ୍ତାରେ ଯୁବତୀଙ୍କ ହାଇଡ୍ରାମା। ସର୍ବ ସମ୍ମୁଖରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଯୁବତୀ। ସହିଦନଗର ଥାନା ଲକ୍ଷ୍ମୀବିହାରରେ ଏଭଳି ଘଟଣା ଘଟିଛି। 

ଦୁଇ ଯୁବକଙ୍କ ଝଗଡ଼ା ବେଳେ ଏଣ୍ଟ୍ରି କରିଥିଲେ ଯୁବତୀ। ଏବଂ ହାତରେ ପଥର ଧରି ମାରିବାକୁ ଧମକ ଦେଉଥିଲେ। ଏଥିସହ ରେପ୍ କେସ ଦେବାକୁ ଯୁବତୀ ଜଣକ ଧମକ ଦେଇଛନ୍ତି। ଅଭିଯୋଗ ପରେ ତଦନ୍ତ କରୁଛି ସହିଦନଗର ଥାନା।

<a href=https://youtube.com/embed/dd_C3sbGieE?autoplay=1&mute=1><img src=https://img.youtube.com/vi/dd_C3sbGieE/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">