ଦେଖନ୍ତୁ ଭିଡିଓ: "ଜଣଙ୍କୁ ଆମେ ଦୁଇ ଭଉଣୀ ବାହା ହେଇଛୁ..ଆମେ ଗୋଟିଏ ରୁମରେ ତିନିଜଣ ରହୁ ଆଉ ଖେଳ କରୁ”

 

ଗୋଟିଏ ସ୍ୱାମୀକୁ ଦୁଇଟି ସ୍ତ୍ରୀ । ପ୍ରେମର ଏକ ନିଆରା ରୂପ । ବେଳେ ବେଳେ ଆମକୁ ଏହି ଘଟଣା ଗୁଡ଼ିକ ଖୁବ୍ ଆଶ୍ଚର୍ଯ୍ୟ ଲାଗିଥାଏ । ହେଲେ ବର୍ତ୍ତମାନ ସମାଜରେ ଏମିତି ଅନେକ ଘଟଣା ଆଖି ସାମ୍ନାକୁ ଆସୁଛି । ଯେଉଁଥି ଗୋଟିଏ ସ୍ୱାମୀକୁ ଦୁଇଟି ସ୍ତ୍ରୀ ବିବାହ କରୁଛନ୍ତି । କେବଳ ବିବାହ କରିଛନ୍ତି ତାହା ନୁହେଁ ବେଶ୍ ଖୁସିରେ ମଧ୍ୟ ଅଛନ୍ତି ।

ବର୍ତ୍ତମାନ ସମୟରେ ପ୍ରେମ ବେଳେ ବେଳେ ହିଂସାର ରୂପ ନେଉଛି । କିଏ ଆଉ କାହା ସହିତ କଥା ହୋଇଗଲେ କି ବୁଲିବାକୁ ଗଲେ ଭାରି ଆଉ ଜଣେ ଜୀବନ ନେଇ ଯାଉଛି ତ କିଏ ଜୀବନ ହାରି ଦେଉଛି । ଏବେକାର ପ୍ରେମୀ ଯୁଗଳ ପ୍ରେମର ଅନ୍ୟ ନାମ ଈର୍ଷା ବୋଲି ଭାବନ୍ତି ।

ଓଡ଼ିଶାର ସମ୍ବଲପୁରର ଏହି ଘଟଣା । ଯେଉଁଠାରେ ଦୁଇ ଭଉଣୀ ପ୍ରେମ ବିବାହ କରିଛନ୍ତି ଗୋଟିଏ ଯୁବକକୁ । ପ୍ରଥମେ ବଡ ଭଉଣୀ ବିବାହ କରିଥିଲେ ଓ ପରେ ସାନ ଭଉଣୀଙ୍କ ସହିତ ଯୁବକଙ୍କର ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ନିଜ ବଡ ଭଉଣୀର ସମ୍ମତି ନେଇ ଦୁହେଁ ବିବାହ କରିଥିଲେ ।

<a href=https://youtube.com/embed/myy1kwqk1IU?autoplay=1&mute=1><img src=https://img.youtube.com/vi/myy1kwqk1IU/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ବେଶ୍ ଖୁସିରେ ଅଛନ୍ତି ସେମାନେ । ନା ରହିଛି ନା ରହିଛି ଭୁଲ୍ ବୁଝାମଣା । କେହି କାହାକୁ ଛାଡ଼ି ଯାଇ ନାହାନ୍ତି ବରଂ ସମସ୍ୟାର ସମାଧାନ କରି ଏକାଠି ରହିବା ଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି ।