ଦେଖନ୍ତୁ ଭିଡିଓ: ଶାଶୁ ସହିତ ପ୍ରେମ କଲା ବୋଲି ସ୍ୱାମୀକୁ ଗଛରେ ବାନ୍ଧି ପିଟିଲା ସ୍ତ୍ରୀ

 

ସୋସିଆଲ ମିଡ଼ିଆ ରେ ଭିଡିଓ ହେଲା ଭାଇରାଲ।ସମସ୍ତେ ଦେଖିଲେ ଶାଶୁ ଓ ଜ୍ୟାଇଁ ର ପ୍ରେମ । ଭିଡ଼ିଓ ତଳର କମେଣ୍ଟ ଥିଲା ଏପରି କିଛି ଜାହା କହିବା ହୁଏତ ଆମ ପାଖେ ସମ୍ଭବ ନୁହେଁ ।ଏବେ ଗୋଟିଏ ପରେ ଗୋଟିଏ ମୋବାଇଲ କୁ ଘୁରି ବୁଲୁଛି  ଏଇ ଭିଡିଓ 

ଅନେକ ଦିନ ଧରି ଚାଲିଥିଲା ଶାଶୁ ଓ ଜ୍ୱାଇଁ ର ଭିତିରି ପ୍ରେମ ଯାହା ଏବେ ରାସ୍ତା ରେ ପଡ଼ି ସୋସିଆଲ ମିଡ଼ିଆ ରେ ଗଡିଲାଣି। ଜଣାନ୍ତୁ ସମ୍ପୃଣ ଘଟଣା ।

ସ୍ତ୍ରୀ ରୋଷେଇ ଘରେ ରୋଷେଇ କରିବା ସମୟରେ ଶାଶୁ ର ବେଡ଼ରୁମ କୁ ଏଣ୍ଟ୍ରି କରିଥିଲେ ଜ୍ୱାଇଁ।ଯାହା ପରେ ଆରମ୍ଭ ହୋଇଯାଇଥିଲା ଚୁମା ଦିଆ ଦି ।ଚୁମା ଦିଆ ଦି ରୁ କଥା ଟିକେ ଆଗକୁ ବଢ଼ିଚିକି ନାହିଁ ଠିକ୍ ସେତିକି ବେଳେ ସବୁ ଦେଖିଦେଲା ସ୍ତ୍ରୀ ।ଯାହା ପରେ ସ୍ତ୍ରୀ କରିଥିଲା ଏମିତି କିଛି ଯାହା ଜାଣିବା ପରେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।

<a href=https://youtube.com/embed/9J8vkWWhL9A?autoplay=1&mute=1><img src=https://img.youtube.com/vi/9J8vkWWhL9A/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସ୍ବାମୀ କୁ ସେହିଠାରୁ ଭିଡ଼ିନେଇ ଗଛରେ ବାନ୍ଧିଦେଇଥିଲା ସ୍ତ୍ରୀ । କେବଳ ବାନ୍ଧିଦେଇଥିଲା ସେତିକି ନୁହେଁ ଗୋଡ଼ଠୁ ମୁଣ୍ଡ ଯାଏ ନିର୍ଦ୍ଧୁମ ଛେଚିଲା ।ନିଜେ ଛେଚିଲ ପଡିଶା ଲୋକମାନଙ୍କୁ ଡ଼ାକି ଛେଚା ଖୁଆଇଲା ।ଏହାର ଭିଡିଓ କେହି ଜଣେ କରି ସୋସିଆଲ ମିଡିଆ ରେ ଛାଡ଼ିବା ପରେ ଏବେ ଖାଲି ଭିଉ ର ସୁଅ ଛୁଟିଛି।