ସରକାର ଆଣିଲେ ନୂଆ ଯୋଜନା, ଏଣିକି ମହିଳାଙ୍କୁ ମିଳିବ ୫୦,୦୦୦ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

 

ନୂଆ ମୁଖ୍ୟମନ୍ତ୍ରୀ ଆଣିଲେ ନୂଆ ଯୋଜନା । ଏହି ଯୋଜନାରେ ମହିଳା ମାନେ ପାଇ ପାରିବେ ୫୦,୦୦୦ ଟଙ୍କା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନା ଏବଂ ଆପଣ କିପରି ଏହାକୁ ଆବେଦନ କରି ପାରିବେ.......

ସୁଭଦ୍ରା ଯୋଜନା । ସାଧାରଣତଃ ବିବାହିତା ମହିଳା ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନା ଅନୁସାରେ ମହିଳା ମାନେ ୫୦,୦୦୦ ଟଙ୍କାର ଭାଉଚର୍ ପାଇ ପାରିବେ । ଯାହାକୁ କି ସେ ଦୁଇ ବର୍ଷ ପର୍ଯ୍ୟନ୍ତ ଉପଭୋଗ କରି ପାରିବେ ।

ତେବେ ଆପଣ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଏହି ଯୋଜନା ପାଇଁ ଆବେଦନ କରି ପାରିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ଅନୁସାରେ ଆଗାମୀ ୧୦୦ ଦିନ ମଧ୍ୟରେ ଏହି ଯୋଜନା ଲାଗୁ ହେବ ।