ଦେଖନ୍ତୁ ଭିଡିଓ: ରାଜଧାନୀରେ ଟ୍ରେଣ୍ଡ କରୁଛି ବନ୍ଦ ଘରେ ନାଚ, ଯୁବତୀଙ୍କ ଡ୍ରେସ ଖୋଲି ନାଚୁଛନ୍ତି ୭୦ ବର୍ଷୀୟା ବୁଢା
ନିକଟରେ ସୋସିଆଲ ମିଡିଆରେ ରାଜଧାନୀର ଏକ ହୋଟେଲ୍ ର ଏକ ଭିଡିଓ ଖୁଲମ ଖୁଲା ଭାଇରାଲ୍ ହେଉଛି । ସେହି ଭିଡିଓରେ ଆପଣ ଦେଖିବାକୁ ପାଇବେ ବୟସ୍କ ବ୍ୟକ୍ତି ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ନିଶା ଖାଇ ମାତାଲ୍ ।
ଅର୍ଦ୍ଧ ନଗ୍ନ ଯୁବତୀ ମାନେ ମନୋରଞ୍ଜନ ଯୋଗାଇ ଦେବାରେ କିଛି ବି ଅଭାବ ରଖି ନାହାନ୍ତି । ହୋଟେଲ୍ ରେ କାଗଜ ପରି ପଇସା ଉଡୁଛି । ମଜା ନେଉଛନ୍ତି ଲୋକେ ।
Follow our WhatsApp channel and get all the Latest news
ଭିଡିଓଟି ଦେଖିଲେ ଆପଣଙ୍କୁ ଏହା ଭାରତର ବୋଲି ଲାଗିବନି । ଲାଗିବ ଯେପରି କୌଣସି ବିଦେଶୀ ଦେଶରେ ହେଉଛି ଏପରି ନଗ୍ନ ପାର୍ଟି । ତେବେ ଏଠି ପ୍ରଶ୍ନ ଉଠୁଛି ଖୋଦ୍ ରାଜଧାନୀ ଉପରେ ଏପରି ବାରମ୍ବାର ଘଟଣା ଆସିବା ପରେ ବି ପୋଲିସ କାହିଁକି ଏହା ପାଇଁ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ।
ସବୁ ଦେଖି କାହିଁକି ଚୁପ୍ ରହିଛି ପୋଲିସ୍ ? ପୋଲିସ୍ କଣ ଅପେକ୍ଷା କରିଛି କିଛି କ୍ରାଇମ୍ ଘଟିବ ଆଉ ତା ପରେ ଆକ୍ସନ ନେବ । ନା ପୋଲିସ୍ ର ର ବଡ଼ ଲୋକିଆ ମାନଙ୍କୁ ଡର !