ରତ୍ନ-ଭଣ୍ଡାର ଖୋଲିବାର ଧିକାର ଦେଲା କିଏ? ଯିଏ ଦ୍ୱିତୀୟ ଦ୍ୱାରା ଖୋଲିବ ସେ ଯିବ, ତାର ବିନାଶ ନିଶ୍ଚିତ

 

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ରତ୍ନ ଭଣ୍ଡାର କଥା ତ ଜାଣିଥିବେ । ରତ୍ନ ଭଣ୍ଡାରର କଥାକୁ ନେଇ ଏବେ ଆସିଛି ଖବର । 

ଏବେ ବିଜେପି ଶାସନ ଭାର ସମ୍ଭାଳିବା ପରେ ରତ୍ନ ଭଣ୍ଡାରର ଚାବି ଏବେ ଖୋଲାଯାଇଛି । ରତ୍ନ ଭଣ୍ଡାରର ଚାବି ପାଇଁ ଏବେ ଖୋଲା ଯାଇଛି । ରତ୍ନ ଭଣ୍ଡାରର ବାହାର ତାଲା ଖୋଲା ଯାଇଥିବା ବେଳେ ଭିତର ତାଲା ଖୋଲା ଯାଇନାହିଁ । ଏବେ ଜଣେ ବ୍ୟକ୍ତି ଏହି ରତ୍ନ ଭଣ୍ଡାରକୁ ନେଇ କିଛି କଥା କହିଛନ୍ତି । 

ଏହି ବ୍ୟକ୍ତି ଜଣକ କହିଛନ୍ତି, ମହାପ୍ରଭୁ ଏଠି ନାହାଁନ୍ତି କିନ୍ତୁ ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଆପଣମାନଙ୍କୁ ଅଧିକାର ଦେଲା କିଏ ? ଏବେ ସାଢେ଼ ଚରିକୋଟି ଓଡ଼ିଶାବାସୀ ରତ୍ନ ଭଣ୍ଡାର ଖୋଲାଯିବା ନେଇ ଅନେକ କଥା କହୁଛନ୍ତି । ସେମାନେ ରତ୍ନ ଭଣ୍ଡାର ଖୋଲିବା ନେଇ କହୁଛନ୍ତି କିନ୍ତୁ ଏହି କଥାକୁ ନେଇ ଏହି ବ୍ୟକ୍ତି ଜଣକ ଅନେକ କିଛି କହିଛନ୍ତି ।

ରତ୍ନ ଭଣ୍ଡାର ଖୋଲାଯିବା କଥା ସାଢେ଼ ଚାରି କୋଟି ଲୋକ କହୁଛନ୍ତି ସେମାନେ କେତେ ସୁନା ଦେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଏହି ବ୍ୟକ୍ତି ଜଣକ କହିଛନ୍ତି ମହାପ୍ରଭୁ ମନ୍ଦିରରେ ନଥିବା ବେଳେ ରତ୍ନ ଭଣ୍ଡାରର ତାଲା ଖୋଲିବାକୁ ଅନୁମତି ଦେଲା କିଏ ? 

ରତ୍ନ ଭଣ୍ଡାରର ଦ୍ଵିତୀୟ ଗୃହ ଯିଏ ଖୋଲିବ ତାର ଅନେକ କିଛି ହେବ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । ଯିଏ ରତ୍ନ ଭଣ୍ଡାରର ଏହି ଗୃହକୁ ଯିବ ସେ ମରିବ ବୋଲି ବ୍ୟକ୍ତି ଜଣକ କହିଛନ୍ତି । ଏବେ ସରକାର ଭଲ କରୁଛନ୍ତି । ରତ୍ନ ଭଣ୍ଡାରର କଥା ସେ କହିପାରିବେ ନାହିଁ । ରତ୍ନ ଭଣ୍ଡାର ସୁରକ୍ଷିତ ଅଛି । ପ୍ରଭୁ ଜଗାର ରତ୍ନ ଭଣ୍ଡାର ସିଏ ଭଲରେ ହିଁ ଥିବ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଭିତରକୁ ଯାଅ ନାହିଁ । 

ଆଉ ମହାପ୍ରଭୁ ରତ୍ନ ଭଣ୍ଡାର ଦ୍ଵିତୀୟ ଗୃହ ଖୋଲାଗଲେ ମୃ-ତ୍ୟୁ ଥୟ ବୋଲି ଏହି ବ୍ୟକ୍ତି ଜଣକ କହିଛନ୍ତି । ଏହି ବ୍ୟକ୍ତି ଜଣକ ଏହାସହ ଆହୁରି ଅନେକ କଥା କହିଛନ୍ତି । ପ୍ରଭୁ ବଳଭଦ୍ର ପଡ଼ିବା ଖବର ବିଷୟରେ ମଧ୍ୟ ସେ କହିଛନ୍ତି । ଏହାସହ ଅନେକ କିଛି କଥା କହିବା ସହ ଅନେକ ବିଷୟରେ ସେ ଜଣାଇଛନ୍ତି ବୋଲି ସୂଚନା ମିଳିଛି ।