ଭାଇକୁ ରାକ୍ଷୀ ବାନ୍ଧିବି କହି OYO ହୋଟେଲ୍ କୁ ଚାଲିଗଲା ସ୍ତ୍ରୀ, ଧରମ ଭାଇ ସହ ସ୍ତ୍ରୀକୁ ଧରିଲା ସ୍ୱାମୀ, ଆଉ ତାପରେ...

 

ସମ୍ପର୍କରେ ସବୁଠୁ ଉର୍ଦ୍ଧରେ ଥାଏ ଭାଇ ଭଉଣୀର ସମ୍ପର୍କ।ଭାଇ ଭଉଣୀଙ୍କ ସମ୍ପର୍କକୁ ଯୁଗ ଯୁଗ ଧରି ସମ୍ମାନ ଦେଇ ଆସିଛି ସମାଜ।ଭାଇ ଭଉଣୀର ସମ୍ପର୍କ ଏକ ପବିତ୍ର ବିଶ୍ୱାସ ଓ ଭରସାର ସମ୍ପର୍କ।

ହେଲେ ଏହି ପୂର୍ବ ବର୍ଷ ଏଭଳି ଏକ ଘଟଣା ଘଟି ଯାଇଥିଲା ଯାହା ଭାଇ ଓ ଭଉଣୀ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଥିଲା। ଘଟଣାଟି ନିଶ୍ଚୟ ନିନ୍ଦନୀୟ।ଘଟଣା ଅନୁସାରେ ଜଣେ ପତ୍ନୀ ରକ୍ଷା ବନ୍ଧନ ଦିନ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଯିବି ବୋଲି କହିଥିଲେ।ସ୍ଵାମୀ ମଧ୍ୟ ସହଜରେ ଅନୁମତି ଦେଇ ଦେଇଥିଲେ।ଏଭଳି ଉତ୍ସବ ପାଳିବାକୁ କିଏ କାହାକୁ ବା ମନା କରି ପାରିବ। ହେଲେ ସ୍ତ୍ରୀ ର ମନରେ ଏପରି ଖରାପ୍ ଭାବନା ଥିବ ବୋଲି କିଏ ବା କିପରି ଜାଣିବ।

ସ୍ତ୍ରୀ ଜଣକ ସ୍ୱାମୀର ଅନୁମତି ନେଇ ବାହାରି ଯାଇଥିଲେ ଘରୁ।ହେଲେ ସେ ଭାଇର ଘରକୁ ଜାଇ ନ ଥିଲେ।ଯାଇଥିଲେ ଓୟୋ ହୋଟେଲ ଧରମ ଭାଇ ପାଖକୁ।ଭାସି ଧରମ ହେଉ କି ନିଜର ଭାଇ ଭାଇ ହୋଇଥାଏ।ହେଲେ ମହିଳା ଜନକ ଏଥି ଧରମ ଭାଇକୁଏରସ୍କ୍ଷୀ ବାନ୍ଧିବାକୁ ଆସି ନ ଥିଲେ ବରଂ ଏକାକୀ ସମୟ ଅତିବାହିତ କରିବାକୁ ଆସିଥିଲେ। ତାହା ପୁଣି ପୁରୀର ଓୟୋ ହୋଟେଲକୁ ।

ସ୍ତ୍ରୀ ଘରକୁ ଅଧିକ ସମୟ ଧରି ଫେରି ନଥିବା ହେତୁ ସ୍ଵାମୀ ଜଣକ ପୋଲିସ ସହାୟତାରେ ଖୋଜିବା ଆରମ୍ଭ କରି ଦେଇଥିଲେ।ଏପଟେ ମହିଳା ଜଣକ ହୋଟେଲର ବଡଦାଣ୍ଡ ବଜାରକୁ ଚକୋଲେଟ କିଣିବାକୁ ଆସି ବିଳମ୍ବ ହୋଇଥିବା ହେତୁ ଧରମ ଭାଇ ଜଣକ ହୋଟେଲରୁ ବାହାରି ଯାଇ ଅନେକ ଖୋଜା ଖୋଜି କରିଥିଲେ ତାଙ୍କୁ। ଏପଟେ ମହିଳା ଜଣକ କାମ ସାରି ହୋଟେଲକୁ ଫେରିବ ବେଳକୁ ତାଙ୍କ ଧରମ ଭାଇକୁ ନ ପାଇ ସେ ମଧ୍ୟ ଖୋଜିବାକୁ ବାହାରି ଯାଇଥିଲେ। ସେଠାରେ ଦୁହେଁ ଦୁଇ ଜଣକୁ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇଥିଲେ।

ଏହି ଖୋଜା ଖୋଜି ଭିତରେ ସ୍ଵାମୀ ହାତରେ ଧରା ପଡି ଯାଇଥିଲେ ସ୍ତ୍ରୀ।  ଏବେ ଶେଷ ହୋଇଥିଲା ଲୁଚକାଳି ଖେଳ। ଘଟଣା ଟି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ପୁରୀରେ। ଲୋକେ ଏହାକୁ ନେଇ ଅନେକ ନିନ୍ଦା ମଧ୍ୟ କରିଥିଲେ।