ଦେଖନ୍ତୁ ଭିଡିଓ: ରାତି ୨ଟାରେ ବିବାହିତା ମହିଳା ଠାରୁ ଦେହସୁଖ ପାଇଁ ଆସି ଫସିଗଲା ଯୁବକ, ଲୋକେ ଦେଖି କଲେ ଏମିତି ଅବସ୍ଥା

 

ଆଜି କାଲିର ଘଟଣା ଯେପରିକି ସ୍ତ୍ରୀ ସ୍ଵାମୀକୁ ଛାଡ଼ି ଆଉ କାହା ସାଙ୍ଗରେ ପଳେଇବା, ମାଆ ଛୁଆ କୁ ଛାଡ଼ି ଫେରାର,ଗୋଟିଏ ସ୍ୱାମୀର ଦୁଇଟି ସ୍ତ୍ରୀ ,ଏ ସବୁ ଘଟଣା କଣ ବାସ୍ତବିକ୍ ପ୍ରେମ ଜନିତ? ନା କାମନା ବାସନାରେ ଅନ୍ଧ ହୋଇ ଏପରି କରୁଛନ୍ତି ଲୋକେ। ଆଜିକା ଦୁନିଆରେ ପ୍ରେମ ଭଳି ଏକ ସୁନ୍ଦର ଶବ୍ଦକୁ ଯେ ଯେଉଁଠି ଚାହୁଁଛି ସେଠି ବ୍ୟବହାର କରୁଛି।

 ଆଜିର ବ୍ୟକ୍ତି ବିଶେଷଙ୍କ ମନରେ କାମନା ବାସନା ଏତେ ମାତ୍ରାରେ ବଢ଼ି ଗଲାଣି ଯେ ସେମାନେ ନିମ୍ନ ରୁ ନିମ୍ନତର କୁ ମଧ୍ୟ ଖସିବାରେ ସଙ୍କୋଚ କରୁ ନାହାନ୍ତି। ଦେହ ସୁଖର ଇଚ୍ଛାରେ ସ୍ଥାନ, କାଳ, ପାତ୍ରର ମଧ୍ୟ ଖବର ରଖୁ ନାହାନ୍ତି। ଅବିବାହିତ ଯୁବତୀ ଯୁବକଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିବା ସ୍ବଭାବିକ।ହେଲେ ବର୍ତ୍ତମାନ ଅଧିକାଂଶ ଖବର ବିବାହିତଙ୍କର ହିଁ ଆସୁଛି। ବିବାହ କରି ସଂସାରରେ ପଶି ପିଲାଛୁଆ ଜନ୍ମ କରି ସାରିବା ପରେ ମଧ୍ୟ କାମନା ପାଇଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି ସ୍ବାମୀ,ସ୍ତ୍ରୀ। କେବେ ସ୍ୱାମୀର କଳା କାରନାମା ସାମ୍ନାକୁ ଆସୁଛି ତ କେବେ ସ୍ତ୍ରୀର। ମଝିରେ ବଳି ପଡ଼ି ଯାଉଛନ୍ତି ସନ୍ତାନ ମାନେ।
ଏଭଳି ଏକ ପରକିୟାପ୍ରୀତି ର ଘଟଣା ଆସିଛି ଆଖି ସାମ୍ନାକୁ। ଭଦ୍ରକ ଜିଲ୍ଲାର କୋଡ଼ ବରୁଆଁ ପଞ୍ଚାୟତର କୋଡ଼ ଗମ୍ଭୀର ଆଦିବାସୀ ପଡାରେ ଦେଖିବାକୁ ମିଳିଥିଲା ଏଭଳି ଏକ ଘଟଣା। ଘଟଣା ଅନୁସାରେ ଜଣେ ଯୁବକ ନିଜର କାମ ବାସନାକୁ ମେଣ୍ଟାଇବା ପାଇଁ ଉକ୍ତ ସ୍ଥାନର ଏକ ମହିଳାଙ୍କ ଘରେ ପଶିଥିଲେ। ମହିଳା ଜଣକ ସ୍ଵାମୀ ଘରେ ନ ଥିବା ବେଳେ ଡାକିଥିଲେ ଯୁବକ ଜଣକୁ। ମହିଳା ଜଣଙ୍କର ଛୁଆ ଟିଏ ମଧ୍ୟ ଅଛି।
<a href=https://youtube.com/embed/lNguKizE4C0?autoplay=1&mute=1><img src=https://img.youtube.com/vi/lNguKizE4C0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">
 
ପୁର୍ବରୁ କରିଥିଲେ ସମସ୍ତ ଯୋଜନା। ହେଲେ ରାତିରେ ଯୁବକ ଜଣକ ଯୋଜନା ଅନୁସାରେ ଆସିବା ବେଳେ ଦେଖି ଦେଇଥିଲେ ପଡୋଶୀ। ତା ପରେ ଫେଲ ମାରି ଯାଇଥିଲା ସବୁ କିଛି। ଯୁବକଙ୍କୁ ଧରି ପକାଇଥିଲେ ଲୋକେ। ଯୁବକ ଜଣକ ଡରରେ ଭାଡ଼ି ତଳେ ପଶି ଯାଇଥିଲେ। ଘଟଣା ଟି ପ୍ରଘଟ ହେବା ପରେ ଭିଡ଼ ଜମି ଯାଇଥିଲା ସ୍ଥାନୀୟ ଲୋକଙ୍କର। ପରେ ଖବର ଦିଆ ଯାଇଥିଲା ପୋଲିସ କୁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗିରଫ କରିଛି ଯୁବକ ଜଣକୁ।