​​​ଏହି ୬ଟି ଡକ୍ୟୁମେଣ୍ଟ ନଥିଲେ ମିଳିବନି ‘ସୁଭଦ୍ରା’ ଟଙ୍କା, ଆବେଦନ ବେଳେ ପାଖରେ ନିଶ୍ଚୟ ରଖନ୍ତୁ

 

ସରକାରଙ୍କ ଦ୍ୱାରା ଜାରି ହେଲା ନୂଆ ଯୋଜନା । ଏହି ଯୋଜନା ଅଧୀନରେ ମହିଳା ମାନଙ୍କୁ ମିଳିବାକୁ ଯାଉଛି ୫୦ ହଜାର ଟଙ୍କା । ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ତେବେ ଆପଣ ମଧ୍ୟ ନିଶ୍ଚିତ ଭାବେ ଏହି ଯୋଜନା ସମ୍ବନ୍ଧରେ ଜାଣିଥିବେ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସୁଭଦ୍ରା ଯୋଜନା । ନିକଟରେ ସରକାରଙ୍କ ଦ୍ଵାରା ଏହି ସୁଭଦ୍ରା ଯୋଜନାକୁ ନେଇ ଏସଓପି ମଧ୍ୟ ଜାରି ହୋଇଛି । ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ମହିଳା ମାନଙ୍କୁ ୫୦ହଜାର ଟଙ୍କା ମିଳିବାକୁ ଯାଉଛି । ପ୍ରତି ବର୍ଷକୁ ୫ ହଜାର ଲେଖାଏଁ ଦୁଇ ଥର ମିଳିବାକୁ ଯାଉଛି ଏହି ଟଙ୍କା । 

ଏହିପରି ଭାବେ ବର୍ଷକୁ ୧୦ ହଜାର ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ମହିଳା ମାନଙ୍କୁ ମିଳିବ । ତେବେ ଜାଣନ୍ତୁ କେଉଁ ମହିଳା ମାନେ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି .....

ଏହି ଯୋଜନାର ଅନ୍ତର୍ଭୁକ୍ତ ହେବାକୁ ହେଲେ ପ୍ରଥମେ ଆପଣ ଏକ ସରକାରୀ ଚାକିରିଆ ହୋଇ ନଥିବା ଆବଶ୍ୟକ । ଏପରିକି ଆପଣଙ୍କର ମାସିକ ଆୟ ୧୮୦୦ ଟଙ୍କାରୁ ୧୮ ହଜାର ନ ହୋଇଥିବା ଆବଶ୍ୟକ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କି ଆପଣଙ୍କ ବୟସ ୨୧ ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ ।

ତେବେ ଜାଣନ୍ତୁ ଏହି ଯୋଜନା ପାଇଁ ଆବେଦନ କରିବା ନିମନ୍ତେ ଆବଶ୍ୟକୀୟ ପ୍ରମାଣପତ୍ର......

* ପାସପୋର୍ଟ ଫଟୋ

* ଇନକମ୍ ସାର୍ଟିଫିକେଟ 

* ବ୍ୟାଙ୍କ୍ ଆକାଉଣ୍ଟ 

* ରାସନ୍ କାର୍ଡ 

* ଆଧାର କାର୍ଡ 

* ଆଡ୍ରେସ ପ୍ରୁଫ