ମନ୍ତ୍ରିଙ୍କ ବିଭାଗ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଶପଥ ଗ୍ରହଣ କରିଛନ୍ତି । ଶନିବାର ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି। ଆସନ୍ତୁ ଜାଣିବା କାହାକୁ ମିଳିଲା କେଉଁ ବିଭାଗ- ୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ୨. ରାଜନାଥ ସିଂହ– ପ୍ରତିରକ୍ଷା
 

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ  ଶପଥ ଗ୍ରହଣ କରିଛନ୍ତି । ଶନିବାର ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି। ଆସନ୍ତୁ ଜାଣିବା କାହାକୁ ମିଳିଲା କେଉଁ ବିଭାଗ-

୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

୨. ରାଜନାଥ ସିଂହ– ପ୍ରତିରକ୍ଷା ମନ୍ତ୍ରୀ

୩. ଅମିତ ଶାହା– ଗୃହ ମନ୍ତ୍ରୀ

୪. ନୀତିନ ଗଡକରୀ – ପରିବହନ ମନ୍ତ୍ରୀ

୫.ସଦାନନ୍ଦ ଗୌଡ଼ା – ରସାୟନ ଓ ଉର୍ବରକ ମନ୍ତ୍ରାଳୟ

୬. ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ

୭. ରାମ ବିଳାଶ ପାଶ୍ୱଓ୍ଵନ – ଖାଦ୍ୟ ଯୋଗାଣ ମନ୍ତ୍ରାଳୟ

୮. ନରେନ୍ଦ୍ର ସିଂହ ତୋମାର – କୃଷି ଓ କୃଷି କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଂଚାୟତ ରାଜ

୯. ରବି ଶଙ୍କର ପ୍ରସାଦ – ଆଇନ୍, ସୂଚନା ଓ ପ୍ରଯୁକ୍ତ ବିଦ୍ୟା

୧୦. ହରସିମିରତ କୌର ବାଦଲ୍- ଖାଦ୍ୟ ପ୍ରକିୟା କରଣ ମନ୍ତ୍ରାଳୟ

୧୧. ଥାବର ଚାନ୍ଦ ଗେହଲତ୍ – ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରାଳୟ

୧୨. ଏସ୍. ଜୟଶଙ୍କର – ବୈଦେଶିକ ମନ୍ତ୍ରୀ

୧୩. ରମେଶ ପୋଖରିଆଲ୍ – ମାନବ ସମ୍ବଳ ବିକାଶ ମନ୍ତ୍ରୀ

୧୪. ଶ୍ରୀ ଅର୍ଜୁନ ମୁଣ୍ଡା – ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ

୧୫. ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

୧୬. ଡକ୍ଟର ହର୍ଷବର୍ଦ୍ଧନ – ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

୧୭. ପ୍ରକାଶ କେଶବ ଜାଓ୍ଵଡ଼େକର – ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

୧୮. ପିୟୁଷ ଗୋଏଲ – ରେଳ, ବାଣିଜ୍ୟ ଓ ଶିଳ୍ପ

୧୯. ଧର୍ମେନ୍ଦ୍ର ପ୍ରଧାନ – ପେଟ୍ରୋଲିୟମ, ପ୍ରାକୃତିକ ବାସ୍ପ ଇସ୍ପାତ୍

୨୦. ମୁକ୍ତାର ଅବାସ ନକଭି – ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ