ବାତ୍ୟା ପରେ ଏବେ କୁମ୍ଭୀର ଆତଙ୍କ, ପାଣିକୁ ଟାଣି ନେଇ ଝୁଣି ଝୁଣି ଖାଇଲା କୁମ୍ଭୀର, ଲାଲ୍ ହୋଇଗଲା ପାଣି, ଜାଣନ୍ତୁ ପୁରା ଘଟଣା

 

ବାତ୍ୟା ଯିବା ପରେ ଏବେ ଚାରିଆଡ଼େ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସ୍ଥିତି ସୃଷ୍ଟି ହୋଇଛି। ତେବେ ବନ୍ୟା ଆସିଲେ ସବୁଠାରୁ ଅଧିକ ଡର ଥାଏ ଜଳଚର ପ୍ରାଣୀଙ୍କର। ଘର ଆଡ଼କୁ ମାଡି ଆସୁଛନ୍ତି କୁମ୍ଭୀର। ଦେଖିବାକୁ ମିଳିଛି କୁମ୍ଭୀରଙ୍କ ଆତଙ୍କ, ନଦୀ କୂଳରୁ ମଇଁଷିକୁ ଝାମ୍ପି ନେଇଛି କୁମ୍ଭୀର । ଏହାକୁ ନେଇ ଅଂଚଳର ଲୋକେ ଭୟଭୀତ ଅଛନ୍ତି । 

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ପଠାରେ ଘଟିଛି ଏହି ଅଘଟଣ । ମଇଁଷି ପାଣି ପିଉଥିବା ବେଳେ ଝାମ୍ଫିନେଲା କୁମ୍ଭୀର। ୧୫\୧୬ ଫୁଟ ଲମ୍ବର କୁମ୍ଭୀରଟି ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି ।

କୁମ୍ଭୀର ନଦୀକୂଳ ଦେଇ ଘୂରି ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହିଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲାମାନେ ଗାଁ ପ୍ରାଥମିକ ସ୍କୁଲକୁ ଯାଉଥିବା ବେଳେ ଗାଁର ବସବାସ କରୁଥିବା ଲୋକ ଦୈନ୍ଦିନ ନିତ୍ୟ ବ୍ୟବହାର ଜିନିଷ ପାଇଁ ଯାତାୟତ କରିଥାନ୍ତି।

ଏପରିକି ନଦୀକୂଳିଆ ଲୋକ ଭୟରେ ନଦୀକୂଳକୁ ଜଗି ରହୁଛନ୍ତି। ପ୍ରତିଦିନ ନଦୀବନ୍ଧ ଦେଇ ଶତାଧିକ କୋମଳମତି ପିଲା ଗାଁ ପ୍ରାଥମିକ ସ୍କୁଲକୁ ଯାଉଛନ୍ତି। ସେହିପରି ଗାଁରେ ବସବାସ କରୁଥିବା ଲୋକ ଦୈନନ୍ଦିନ ନିତ୍ୟ ବ ବ୍ୟବାହାର ଜିନିଷ ପାଇଁ ଯାତାୟତ କରିଥାନ୍ତି। ସକାଳେ ଏପରି ଘଟଣା ଘଟିବା ପରେ ଖବର ପାଇ ଭଦ୍ରକ ଓ ଧାମନଗର ବନଖଣ୍ଡ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଗାଁ ଲୋକଙ୍କୁ ସଚେତନତା କରାଯାଇଛି।

ସୂଚନା ଥାଉକି, ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଷିଟି ପାଣି ପିଉଥିବା ବେଳେ କୁମ୍ଭୀର ଝାମ୍ପି ନେଇଛି । ମଣିଷଖିଆ କୁମ୍ଭୀରର ଲମ୍ୱ ପାଖାପାଖି ୧୫ଫୁଟ ହୋଇଥିବା ଅନୁମାନ କରାଯାଉଛି l ସେପଟେ ନଦୀକୂଳରେ ଏତେବଡ କୁମ୍ଭୀର ବୁଲୁଥିବାରୁ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି।