ବିଦୁସ୍ମିତାଙ୍କ ସହ ସୁଟିଂ ସେଟ୍ ରେ ସେଦିନ କଣ କରିଥିଲେ ଅନୁଭବ, ସବୁ ଖୋଲି କହିଦେଲେ ଅଭିନେତ୍ରୀ

 
ନ୍ୟାୟାଳୟ ଛାଡ଼ପତ୍ରକୁ ସିକୃତି ଦେବା ପରେ ବର୍ଷା ଓ ଅନୁଭବଙ୍କ ବିବାଦର ଏକ ପ୍ରକାରର ସମାପ୍ତି ଘଟିଛି ବୋଲି ଆପଣ କହି ପାରିବେ । ହେଲେ ଆଜି ବି ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ । କିଏ ସତ ଆଉ କିଏ ମିଛ । ଏହି ମାମଲାରେ ସତରେ ଦୋଷୀ ଦଣ୍ଡ ପାଇଛି ତ । ତେବେ ବର୍ଷା ଯେଉଁ ସବୁ ଅଭିଯୋଗ ଆଣିଥିଲେ ନିଜ ସ୍ଵାମୀ ଅନୁଭବ ମହାନ୍ତିଙ୍କ ନାଁରେ ତାହା କଣ ସବୁ ମିଛ ଥିଲା । ତେବେ ଜଣେ ନାରୀ ନିଜ ସ୍ଵାମୀ ନାଁରେ ଏମିତି ମିଛ ବଦନାମ୍ ଆଣିବ ବା କାହିଁକି।

ତେବେ ଏଠି ଯଦି ବର୍ଷା ଠିକ୍ ଆଉ ଅନୁଭବ ଭୁଲ୍ ଥିଲେ ତେବେ ବର୍ଷା ଛାଡ଼ପତ୍ର କାହିଁକି ଚାହୁଁ ନ ଥିଲେ । ଏପଟେ ହଠାତ୍ ଡିଭୋର୍ସ ହେଉ ହେଉ ଅନୁଭବ ଦ୍ଵିତୀୟ ବିବାହ କରିବାକୁ ମଧ୍ୟ ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ। ଅନୁଭବ ଏତେ ଜଲଦି ନିଜ ପାଇଁ କନ୍ୟା କେଉଁଠୁ ପାଇଲେ ।

କଣ ସେ ଆଗରୁ ଠିକ୍ କରି ରଖିଥିଲେ। କାରଣ ଜଣେ ଜଣଙ୍କର ପ୍ରଥମ ବିବାହ ବିଫଳ ହେବା ପରେ ତାହା ପୁଣି ପ୍ରେମ ବିବାହ , ଅନ୍ୟ ବିବାହ କରିବା ପୂର୍ବରୁ ତାକୁ ଅନେକ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିଥାଏ ।

ହେଲେ ଏଠି ଅନୁଭବ ହଠାତ୍ ନିଶ୍ପତ୍ତି ନେବାର କାରଣ କଣ ? ତେବେ ସତରେ କଣ ବର୍ଷାଙ୍କର ଅଭିଯୋଗ ସତ ଥିଲା। ସେ ବର୍ଷାଙ୍କୁ ବିବାହ କରି ମଧ୍ୟ ଅନ୍ୟ ଝିଅ ସହିତ ସମ୍ପର୍କ ରଖିଥିଲେ ଓ ତାକୁ ବିବାହ କରିବାକୁ ଚାହୁଁଥିଲେ । ତେବେ ଆପଣଙ୍କର ଯଦି ମନେ ଥାଏ ବର୍ଷା ଅନୁଭବଙ୍କ ନାଁରେ ଅଭିଯୋଗ କରିବା ପରେ କିଛି ଅଭିନେତ୍ରୀ ମାନେ ମୁହଁ ଖୋଲିଥିଲେ ।

. <a href=https://youtube.com/embed/S_VeFwrrW00?autoplay=1&mute=1><img src=https://img.youtube.com/vi/S_VeFwrrW00/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଯେପରିକି ବିଦୁସ୍ମିତା କହିଥିଲେ ଅନୁଭବ ମହାନ୍ତି ନାରୀ ମାନଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି । ସେ କେବେ କେଉଁ ନାରୀକୁ ସମ୍ମାନ ଦିଅନ୍ତି ନାହିଁ । ଏପରି କି ସେ ମଧ୍ୟ ଅନୁଭବଙ୍କ ଅତ୍ୟାଚାରର ଶିକାର ହୋଇଛନ୍ତି ବୋଲି କହିଥିଲେ । ୨୦୦୬ରେ ଏକ ଫିଲ୍ମ ସୁଟିଂ ସେଟ୍ ରେ ଅନୁଭବ ବିଦୁସ୍ମିତାଙ୍କୁ ଟରଚର୍ କରିଥିବା କହିଛନ୍ତି ଅଭିନେତ୍ରୀ। ସେ କହିଛନ୍ତି “ଅନୁଭବ ମତେ ଫିଜିକାଲି ଆଟାକ୍ କରିବା ସହ ମୋ ତଣ୍ଟି ଚିପି ମତେ ମାରିଦେଇଥାନ୍ତେ ଅନ୍ୟ ମାନେ ତାଙ୍କୁ ଅଟକାଇବାରୁ ମୁଁ ବଞ୍ଚି ଯାଇଥିଲି।”