ହୋଟେଲରେ ଯୁବତୀଙ୍କୁ ପାଖରେ ପାଇ ସବୁ ସୀମା ଭୁଲିଗଲେ ଯୁବକ, ହେଲେ ଘଟିଲା କିଛି ଏମିତି ଯେ ସହି ପାରିଲାନି ଶରୀର

 

ପ୍ରେମିକ ସହିତ ହୋଟେଲ ଆସିଥିଲେ, ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। କିନ୍ତୁ, ଅଧାରେ ରହିଗଲା ସବୁ ଖୁସି ଟଳିପଡ଼ିଲେ ନାବାଳିକା। ବରଗଡ଼ ଜିଲ୍ଲା ବିଜୟ ହୋଟେଲରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକା ଜଣକ ଗାଇସିଲେଟ ବ୍ଲକ ଭେଲୁଆ ପଦର ଗ୍ରାମର ୧୭ ବର୍ଷର ଧରିତ୍ରୀ ନାଗ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ।

ତେବେ, ୧୮ ବର୍ଷ ବୟସ ହୋଇନଥିବା ବେଳେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ତାଙ୍କ ପାଇଁ କାଳ ହୋଇଥିବା ଅନେକେ ମତ ଦେଇଛନ୍ତି। ୧୮ ବର୍ଷ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଶରୀର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇନଥାଏ। ସେଥିପାଇଁ ଭାରତରେ ୧୮ ବର୍ଷରୁ କମ ଝିଅମାନଙ୍କୁ ବିବାହ କରିବା ପାଇଁ ଅନୁମତି ଦିଆ ଯାଏନାହିଁ। ନିଜ ସ୍କୁଲରେ ଟପ୍ପର୍ ଥିବା ଧରିତ୍ରୀ ପ୍ରେମିକ ରାହୁଲଙ୍କ ସହିତ ହୋଟେଲ ଯିବାର ଭୁଲ ନିଷ୍ପତ୍ତି କିପରି ନେଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

<a href=https://youtube.com/embed/P2tGoRLsEmQ?autoplay=1><img src=https://img.youtube.com/vi/P2tGoRLsEmQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଏହା କୌଣସି ଏକ ବଡ଼ କଥା ନୁହେଁ କାରଣ ଆଜିର ସମାଜରେ ନାବାଳିକା ନାବାଳକ ମାନଙ୍କର ଶାରୀରିକ ସମ୍ପର୍କ ରଖିବା କିଛି ନୂଆ କଥା ହୋଇରହିନାହିଁ। ପରିବାର ଠାରୁ ଲୁଚି ନିଜ ଦେହ ଭୋକ ମେଣ୍ଟାଇବାକୁ ଚେଷ୍ଟା କରୁଥିବା ଅନେକ ପ୍ରେମୀଯୁଗଳ ନିଜ ପ୍ରତି ଆସୁଥିବା ଏପରି ବଡ଼ ବିପଦକୁ ବେଖାତିର କରିବାରେ ଲାଗିଛନ୍ତି। ତେବେ, ବିଜୟ ହୋଟେଲରେ ଏଭଳି ଘଟଣା ଘଟିଥିବା ବେଳେ ସେଠାରେ ଜଣେ ନାବାଳିକାଙ୍କୁ କିପରି ରୁମ ଭିତରକୁ ଏଣ୍ଟ୍ରି ଦିଆଗଲା ସେଥିନେଇ ପୋଲିସ ତଦନ୍ତ କରୁଛି। ପ୍ରେମିକ ରାହୁଲ ବାଗ ଏବଂ ବିଜୟ ହୋଟେଲର ମାଲିକ ବର୍ତ୍ତମାନ ପୋଲିସ ହେପାଜତରେ ରହିଛନ୍ତି।