ତିନି ମାସର ଦେହର ଭୋକକୁ ୬ ଦିନରେ ଶାନ୍ତ କରିବେ ଅର୍ଚ୍ଚନା ନାଗ! ଗୋଟିଏ କଠୋରୀରେ ଏକାଠି ଖେଳ କରିବେ ସ୍ୱାମୀ ସ୍ତ୍ରୀ, ଜାଣନ୍ତୁ ପୂରା ଖବର

 

ଯୋଉ ନାରୀର ପ୍ରତ୍ୟେକ ଦିନ ଦେହର ଭୋକ ଶାନ୍ତ କରିବା ପାଇଁ ନାମୀ ଦାମୀ ବ୍ୟବସାୟୀ, ହୋଟେଲିଅର, ରାଜନେତା, ଫିଲ୍ମ ନିର୍ଦେଶକ ଏବଂ ବଡ଼ବଡ଼ିଆ ବାବୁମାନେ ତା ନିକଟରେ ପସରା ଜମାଉଥିଲେ ଏବେ ଆସନ୍ତାକାଲିଠୁ ସେହି ନାରୀ ମାନେ ଆମେ ଏଠି କହି ରଖୁଛୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଥା ପାଖାପାଖି ତିନି ମାସର ଦେହର ଭୋକକୁ ୬ ଦିନରେ ଶାନ୍ତ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ଆଜ୍ଞା ହଁ ଜେଲରେ ଛଟପଟ ହେଉଥିବା ଅର୍ଚ୍ଚନା ଆସନ୍ତାକଲି ଠୁ ଭୁବନେଶ୍ୱରର ଏକ କୋଠରୀ ଭିତରେ ନିଜ ସ୍ୱାମୀଙ୍କ ସହ ଏହି ୬ ଦିନ କାଟିବାକୁ ଯାଉଛନ୍ତି। ଯେଉଁ ନାରୀ କିଛି ଦିନ ତଳେ ଜେଲରେ ନିଜ ସ୍ୱାମୀଙ୍କ ସହ ମିଶିବା ପାଇଁ ସପ୍ତାହକୁ ୩ ଥର ବ୍ୟାକୁଳ ହେଉଥିଲେ ଏବେ ତାଙ୍କୁ ପୁରା ଟାଇମ ମିଳିବ ଏସବୁ ଦୁଃଖ ମେଂଟାଇବା ପାଇଁ।

ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗିରଫ କରିଛି। ଖାଲି ଏତିକି ନୁହେଁ ଦୁଇ ଜଣଙ୍କୁ ଇଡ଼ି ପଚାରଉଚରା ପାଇଁ ରିମାଣ୍ଡରେ ନେଇଛି। ଏଥିପାଇଁ ଇଡ଼ି ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲା। ରିମାଣ୍ଡ ଅବଧି ଉପରେ ଶୁଣାଣି କରି କୋର୍ଟ ଇଡ଼ିକୁ ଅନୁମତି ଦେଇଛନ୍ତି। ଦୁହେଁ ଇଡ଼ିରେ ଏକ କଠୋରୀ ଭିତରେ ୬ ଦିନ କାଟିବେ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନା ନାଗଙ୍କୁ ଇଡି କୋର୍ଟରେ ହାଜର କରିଥିଲା। ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି। ଗିରଫ ପରେ ଦ୍ବିତୀୟ ଦଫାରେ ଅର୍ଚ୍ଚନାକୁ ୬ ଦିନ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ।