ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକ
ଆପଣମାନେ ଜାଣିଛନ୍ତି ଯେ ମୁମ୍ବାଇରେ ବହୁତ୍ ନାମୀଦାମୀ ଲୋକ ରହିଥାନ୍ତି. ମୁମ୍ବାଇର ଏହି ମାୟାନଗରୀରେ କେତେ ଲୋକ ଯେ ନିଜ ଭାଗ୍ୟ ବଦଳେଇବା ପାଇଁ ସ୍ଵପ୍ନ ଦେଖନ୍ତି ହେଲେ ସେଥିରୁ କିଛି ଲୋକ ନିଜ ସ୍ଵପ୍ନ ସାକାର କରିପାରନ୍ତି ତ ଆଉ କିଛିଙ୍କ ସ୍ଵପ୍ନ ସ୍ଵପ୍ନରେ ରହିଯାଏ. ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ବଲିଉଡର ଖୀଲାଡି ନାମରେ ଜଣାଶୁଣା ଅକ୍ଷୟ କୁମାରଙ୍କ ବିଷୟରେ ଯିଏ ଦିନେ ଅଇଁଠା ବାସନ ଧୋଉଥିବା ଏହି ଅଭିନେତା ଆଜି ହେଉଛନ୍ତି ୪୦୦୦ କୋଟିରୁ ଅଧିକର ମାଲିକ ତେବେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ.
ଏତେ ସାରା କାମ ପରେ ସେ ହାର ନ ମାନି ଅନ୍ୟ କାମର ତଲାସରେ ଥିଲେ. ପରେ ଅକ୍ଷୟ କୁମାର ଏକ ଫଟୋଗ୍ରାଫର ପାଖରେ ଲାଇଟ ବୟ କାମ ଆରମ୍ଭ କରିଦେଲେ. ଅକ୍ଷୟ କୁମାରଙ୍କ କାମ ପ୍ରତି ଏତେ ପରିଶ୍ରମ ଦେଖି ଫଟୋଗ୍ରାଫର ତାଙ୍କୁ ଅଲଗା ଅଲଗା ଡାଇରେକ୍ଟରଙ୍କ ପାଖକୁ ଗଲେ. ଯାହା ଦ୍ୱାରା ତାଙ୍କୁ ଟିକେ ଟିକେ ଆକଟିଙ୍ଗ କରିବାକୁ ମିଳିଲା ଆଉ ଆଉ ସେ ହେଉଛନ୍ତି ପ୍ରମୁଖ ଅଭିନେତା ମାନଙ୍କ ମଧ୍ୟରେ ଏକ.