କାଲି ଠାରୁ ମଙ୍ଗଳ ର ରାଶି ପରିବର୍ତନ, ଏହି ୩ଟି ରାଶିର ଲୋକଙ୍କୁ ରହିବାକୁ ହେବ ସାବଧାନ, ହୋଇପାରେ ସମସ୍ୟା

ଜୋତିସ ଶାସ୍ତ୍ର ଅନୁସାରେ ମଙ୍ଗଳକୁ ଗ୍ରହମାନଙ୍କର ସେନାପତି କୁହାଯାଇଥାଏ । ଜୋତିସ ଶାସ୍ତ୍ର ଅନୁସାରେ ଅକ୍ଟୋବର ମାସରେ ଗ୍ରହରେ ପରିବର୍ତନ ହେବ ତଥା ମଙ୍ଗଳ ରାଶିରୁ ଅନ୍ୟ ରାଶିକୁ ପରିବର୍ତନ ହେବା ଫଳରେ ଏହି ରାଶି ମାନଙ୍କୁ ସାବଧାନତା ଅବଲମ୍ବନ କରିବା କୁ ପଡିବ। ଏହି ରାଶିର ଜାତକ ବ୍ୟକ୍ତି ବିଶେଷତଃ କିଛି ଆକସ୍ମିକ ଘଟଣା ଘଟିପାରେ । ଅଟକିଥିବା କାର୍ଯ୍ୟ ସମୟ ନେଇପାରେ କିନ୍ତୁ ବ୍ୟାପାର ରେ ବଡ ଫାଇଦା ହୋଇପାରେ । ତେବେ ଆସନ୍ତୁ
 

ଜୋତିସ ଶାସ୍ତ୍ର ଅନୁସାରେ ମଙ୍ଗଳକୁ ଗ୍ରହମାନଙ୍କର ସେନାପତି କୁହାଯାଇଥାଏ । ଜୋତିସ ଶାସ୍ତ୍ର ଅନୁସାରେ ଅକ୍ଟୋବର ମାସରେ ଗ୍ରହରେ ପରିବର୍ତନ ହେବ ତଥା ମଙ୍ଗଳ ରାଶିରୁ ଅନ୍ୟ ରାଶିକୁ ପରିବର୍ତନ ହେବା ଫଳରେ ଏହି ରାଶି ମାନଙ୍କୁ ସାବଧାନତା ଅବଲମ୍ବନ କରିବା କୁ ପଡିବ। ଏହି ରାଶିର ଜାତକ ବ୍ୟକ୍ତି ବିଶେଷତଃ କିଛି ଆକସ୍ମିକ ଘଟଣା ଘଟିପାରେ । ଅଟକିଥିବା କାର୍ଯ୍ୟ ସମୟ ନେଇପାରେ କିନ୍ତୁ ବ୍ୟାପାର ରେ ବଡ ଫାଇଦା ହୋଇପାରେ ।

ତେବେ ଆସନ୍ତୁ ଜାଣିବା ସେହି ୩ ଟି ରାଶି ଙ୍କ ବିଷୟରେ । ସେହି ରାଶି ଗୁଡିକ ହେଲା ବୃଷଭ ,ମୀନ ଏବଂ କର୍କ । ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ ବିଶେଷ ଲାଭ ପ୍ରାପ୍ତ ହେବ । ଖର୍ଚ ବଢିପାରେ । ଅତ୍ୟଧିକ ଧାନ ଲାଭ ମଧ୍ୟ ଯୋଗ ରହିଛି ହେଲା କିନ୍ତୁ ଏହି ରାଶିର ବ୍ୟକ୍ତି ମାନେ ନିଜ ଶତ୍ରୁ ମାନଙ୍କ ଠାରୁ ସାବଧାନ ରହିବା ଦରକାର । ଆପଣଙ୍କ ପାଇଁ ଏହି ସମୟରେ ବହୁତ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଏହି ରାଶିର ବ୍ୟକ୍ତି ମାନେ ନିଜ ସମ୍ପର୍କୀୟ ଙ୍କ ସହ ବିବାଦରୁ ନିର୍ବୁତ ରୁହନ୍ତୁ । ଏହି ସମୟରେ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ଆପଣଙ୍କୁ ନିଜ କର୍ମକ୍ଷମତା ଉପରେ କମି ଅନୁଭବ କରିବେ । ପାରିବାରିକ ଦୃଷ୍ଟି କୋଣରୁ ଏହି ସମୟ ଆପଣଙ୍କ ପାଇଁ ସେତେଟା ଅନୁକୂଳ ରହିବ ନାହିଁ ।

ମଙ୍ଗଳର ଏପରି ଗୋଚର କାରଣରୁ ଆପଣ ଯାନବାହାନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ତାହାହେଲା ଆକସ୍ମିକ ଦୁର୍ଘଟଣାକୁ ଏଡାଇ ପାରିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଖର୍ଚ ବଢିବା ସହ ଆର୍ଥିକ ସ୍ତିସ୍ଥି ପୂର୍ବରୁ ସୁଧୁଢ ରହିବାର ଯୋଗ ମଧ୍ୟ ରହିଛି । ଗ୍ରହରେ ପରିବର୍ତନ ହେବ ତଥା ମଙ୍ଗଳ ରାଶିରୁ ଅନ୍ୟ ରାଶିକୁ ପରିବର୍ତନ ହେବା ଫଳରେ ଏହି ରାଶି ବ୍ୟକ୍ତି ମାନଙ୍କୁ ବିଦେଶ ଯାତ୍ରା ମଧ୍ୟ ଯୋଗ ରହିଛି ।