ଝିଅମାନଙ୍କୁ hii ବଦଳରେ ପଠାନ୍ତୁ ଏହି ମେସେଜ୍ ଝିଅ ରିପ୍ଲାଏ ନ ଦେଇ ରହିପାରିବନି
ସବୁ ପୁଅମାନେ ଝିଅମାନଙ୍କ ସହ କଥା ହେବା ପାଇଁ ପସନ୍ଦ କରନ୍ତି. ହେଲେ ଯେବେ ସେମାନେ ଝିଅମାନଙ୍କୁ ହାଏ (hi) ଲେଖିକି ପଠାନ୍ତି ତ ଝିଅମାନେ ସେହି ମେସେଜକୁ ଦେଖିକରି ମଧ୍ୟ କୌଣସି ରିପ୍ଲାଏ ଦିଅନ୍ତିନି. ହେଲେ ବି ପୁଅମାନେ ତାଙ୍କୁ ହାଏ ମେସେଜ କରନ୍ତି ହେଲେ ବି ଝିଅମାନେ କୌଣସି ରିପ୍ଲାଏ ଦିଅନ୍ତିନି. ତ ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ଯେ କଣ ମେସେଜ କରିବା ଦ୍ୱାରା ଝିଅମାନେ ରିପ୍ଲାଏ ନ କରି ରହିପାରିବେନି.
Good morning – କୋଉ ବି ଝିଅକୁ ଯେବେ ସକାଳୁ ସକାଳୁ ଆପଣ ଏହି ମେସେଜ୍ ପଠେଇବେ ତ ସିଏ ଆପଣଙ୍କୁ ଏହାର ରେପ୍ଲାଏ ନିଶ୍ଚିତ ଦେବ. ସେଥିପାଇଁ ଆପଣ goodmorning ସହିତ ଦୁଇ ତିନି ଲାଇନର ଗୋଟେ ସାୟରୀ ବି ପଠାନ୍ତୁ ଯେଉଁଥିରେ କିଛି ହସିଲା
Good night – କୋଉ ବି ଝିଅକୁ ରାତିରେ କେବେ ଗୁଡ୍ ନାଇଟ୍ ବାଲା ମେସେଜ୍ ପଠାନ୍ତୁନି .ଆପଣ ତାଙ୍କୁ ଜହ୍ନର ଫଟୋ ସହିତ ଗୋଟେ ଦୁଇଟା କବିତା ଭି ପଠାନ୍ତୁ ଯେଉଁଥିରେ ଝିଅମାନଙ୍କ ପ୍ରଶଂସା ସାମିଲ୍ ଥିବ. ତାପରେ ତ ସିଏ ରାତିସାରା ଆପଣଙ୍କ ସହ କଥା ହେବ
ଅନ୍ୟ ସମୟରେ ମଧ୍ୟ ଆପଣଙ୍କ ତାଙ୍କୁ କିଛି ଭଲ ସାୟରୀ କି ମଜାଳିଆ ଫଟୋ ପଠାନ୍ତୁ ଯାହାକି ଦେଖି ସେମାନେ ଖୁସି ହେଇଯିବେ ଆଉ ଆପଣଙ୍କୁ ଏହାର ରିପ୍ଲାଏ ନିଶ୍ଚୟ ଦେବେ. ଏହାଛଡା କିଛି ରୋମାଣ୍ଟିକ ଫଟୋ ମଧ୍ୟ ପଠାନ୍ତୁ.