କଳି ଯୁଗର ଅନ୍ତ ପୂର୍ବରୁ ଦେଖା ଦେବ ଏହି ୫ ଲକ୍ଷଣ ପୃଥିବୀର ଅନ୍ତ ଆସୁ ଆସୁ ହିଁ ଲୋକମାନେ କରିବାକୁ ଲାଗିବେ ଏମିତି ହରକତ

ଭଗବାନ ବିଷ୍ଣୁଙ୍କ କଳକି ଅବତାର ବିଷୟରେ ଆପଣ ସମସ୍ତେ ଜାଣିଥିବେ. ଗ୍ରନ୍ଥ ଅନୁସାରେ ଏହା ବିଷ୍ଣୁଙ୍କର ଅନ୍ତିମ ଅବତାର ଅଟେ. ଯେବେ ପୃଥିବୀରେ ପାପ ଚରମ ସୀମାରେ ପହଞ୍ଚି ଯିବ ସେତେବେଳେ ସବୁ ଆଡେ ଅତ୍ୟାଚାର ଓ ଅଧର୍ମ ବଢିବାକୁ ଲାଗିବ. ସେହି ସମୟରେ ସୃଷ୍ଟିର ଉଦ୍ଧାର କରିବା ପାଇଁ ବିଷ୍ଣୁ କଳକି ରୂପରେ ଅବତାର ନେବେ. ଓ କଳିଯୁଗର ଅନ୍ତ କରିକି ଧର୍ମ ଯୁଗର ସ୍ଥାପନା କରିବେ. ଆଜି ଆମେ ଆପଣଙ୍କୁ ଲୋକମାନଙ୍କ ସେହି ୫
 

ଭଗବାନ ବିଷ୍ଣୁଙ୍କ କଳକି ଅବତାର ବିଷୟରେ ଆପଣ ସମସ୍ତେ ଜାଣିଥିବେ. ଗ୍ରନ୍ଥ ଅନୁସାରେ ଏହା ବିଷ୍ଣୁଙ୍କର ଅନ୍ତିମ ଅବତାର ଅଟେ. ଯେବେ ପୃଥିବୀରେ ପାପ ଚରମ ସୀମାରେ ପହଞ୍ଚି ଯିବ ସେତେବେଳେ ସବୁ ଆଡେ ଅତ୍ୟାଚାର ଓ ଅଧର୍ମ ବଢିବାକୁ ଲାଗିବ. ସେହି ସମୟରେ ସୃଷ୍ଟିର ଉଦ୍ଧାର କରିବା ପାଇଁ ବିଷ୍ଣୁ କଳକି ରୂପରେ ଅବତାର ନେବେ. ଓ କଳିଯୁଗର ଅନ୍ତ କରିକି ଧର୍ମ ଯୁଗର ସ୍ଥାପନା କରିବେ. ଆଜି ଆମେ ଆପଣଙ୍କୁ ଲୋକମାନଙ୍କ ସେହି ୫ ଲକ୍ଷଣ ବିଷୟରେ ବତେଇବାକୁ ଯାଉଛୁ ଯାହାକୁ ଦେଖିକରି କଳିଯୁଗର ଅନ୍ତ ର ଆବାସ ଲଗାଯାଇ ପାରିବ.

୧) ଲୋକମାନେ ସବୁ ସମୟରେ ଭୋକ ଉପାସ ଓ ଭିନ୍ନ ଭିନ୍ନ ଚିନ୍ତାର ବସବତି ହେବେ. ଶରୀରରେ ଅନେକ ପ୍ରକାରର ରୋଗ ଲାଗି ରହିବ. ସେହି ସମୟରେ ମଣିଷର ଆୟୁସ ମାତ୍ର ୨୦ରୁ୩୦ ବର୍ଷ ରହିଯିବ.

୨) କଳିଯୁଗର ଅନ୍ତରେ ପୃଥିବୀରେ ଅବସ୍ଥିତ ସବୁ ନଦୀ ସମୁଦ୍ର ଶୁଖି ଯିବ. ଧରିତ୍ରୀରୁ ପାଣିର ଅନ୍ତ ହୋଇଯିବ. ପାଣି ନ ମିଳିବାରୁ ପୂରା ସୃଷ୍ଟିରେ ହାହାକାର ପରିସ୍ଥିତି ହୋଇଯିବ. ପାଣି ନ ମିଳିବା କାରଣରୁ ସବୁ ଗଛ ଲତା ଶୁଖିଯିବ. ମଣିଷ ପାଣି ବିନା ମୃତ୍ୟୁ ବରଣ କରିବାକୁ ଲାଗିବେ.

୩) କଳିଯୁଗର ଅନ୍ତରେ ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କର ଶତ୍ରୁ ପାଲଟିଯିବେ. ସେମାନେ ଅନ୍ୟ ସ୍ତ୍ରୀ ପୁରୁଷଙ୍କ ସହ ସଂବନ୍ଧ କରିବାକୁ ଲାଗିବେ. ଲୋକମାନେ ବିନା ବାହାଘରରେ ସାଥିରେ ରହିବାକୁ ଲାଗିବେ. ଯାହା କାରଣରୁ ସମ୍ପର୍କର କିଛି ସୀମା ରହିବନି.

୪) କଳିଯୁଗର ଅନ୍ତରେ ତିର୍ଥ ସ୍ଥଳରେ ଧର୍ମ ଓ ପବିତ୍ରତା ଯାଗାରେ ଅଧର୍ମ ଓ ପାପ ହେବାକୁ ଲାଗିବ. ସେଠାରେ ଦେବୀ ଦେବତାଙ୍କର ପୂଜା ପାଠ ବଦଳରେ ଅନାଚାର ହେବ. ସବୁ ଧର୍ମ ସ୍ଥାନ ଧନ କମେଇବାର ସଂସ୍ଥାନ ପାଳଟିଯିବ.

୫) କଳିଯୁଗର ଅନ୍ତରେ ଲୋକମାନେ ଛୋଟ ଛୋଟ କଥାକୁ ନେଇ ବେଇମାନ ହତ୍ୟା କରିବାକୁ ପଛେଇବେନି. ମନୁଷ୍ୟ ଜୀବନର ସେ ସମୟରେ କୌଣସି ମୁଲ୍ୟ ରହିବନି. ସମସ୍ତେ ଧନ କମେଇବା ପାଇଁ ଅନ୍ୟୟର ରାସ୍ତା ଆପଣେଇବେ. ସବୁଆଡେ ଧର୍ମ ବଦଳରେ ଅଧର୍ମର ପୂଜା ହେବ. ଧର୍ମ କୁ ମାନୁଥିବା ଲୋକଙ୍କ ସଂଖ୍ୟା କମିଯିବ. ଏହିପରି ଭାବେ କଳିଯୁଗର ଅନ୍ତ ହେବା ପର୍ଯ୍ୟନ୍ତ ପୂରା ମାନବ ଜାତି ସଂହାର ହୋଇଯିବ.