ଜନ୍ମାଷ୍ଟମୀ ପୂର୍ବରୁ ଏହି ତିନୋଟି ରାଶିର ଲୋକମାନଙ୍କ ଉପରେ ପଡିବ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ବଦଳିଯିବ ଜୀବନ

ଜୟ ଶ୍ରୀକୃଷ୍ଣ, ଆଜି ଆମେ ଆପଣଙ୍କୁ ସେହି ତିନୋଟି ରାଶିଙ୍କ ବିଷୟରେ ବତେଇବାକୁ ଯାଉଛୁ ଯାହାଙ୍କ ଜାତକରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ପଡିବାକୁ ଯାଉଛି ତେବେ ଆସନ୍ତୁ ସେହି ରାଶିମାନଙ୍କ ବିଷୟରେ ଜାଣିବା. ସେହି ତିନୋଟି ରାଶି ହେଉଛି ମେଷ କର୍କଟ ଓ ମୀନ ରାଶି ଏହି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅସୀମ କୃପା ରହିବ. ଏଥିପାଇଁ ଆପଣଙ୍କ କିଛି ଯାହା କି ହେଇପାରୁନଥିଲା ବା ଅଟକିଯାଇଥିଲା ତାହା ଫୁଣି ଚାଲୁ ହେବ. ଯଦି
 

ଜୟ ଶ୍ରୀକୃଷ୍ଣ, ଆଜି ଆମେ ଆପଣଙ୍କୁ ସେହି ତିନୋଟି ରାଶିଙ୍କ ବିଷୟରେ ବତେଇବାକୁ ଯାଉଛୁ ଯାହାଙ୍କ ଜାତକରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ପଡିବାକୁ ଯାଉଛି ତେବେ ଆସନ୍ତୁ ସେହି ରାଶିମାନଙ୍କ ବିଷୟରେ ଜାଣିବା.

ସେହି ତିନୋଟି ରାଶି ହେଉଛି ମେଷ କର୍କଟ ଓ ମୀନ ରାଶି
ଏହି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅସୀମ କୃପା ରହିବ. ଏଥିପାଇଁ ଆପଣଙ୍କ କିଛି ଯାହା କି ହେଇପାରୁନଥିଲା ବା ଅଟକିଯାଇଥିଲା ତାହା ଫୁଣି ଚାଲୁ ହେବ. ଯଦି କୋଉ ପଇସା ପାଇଁ ହୋଇପାରୁନଥିଲା ନ ଏବେ ତାହା ପୂରା ହୋଇପାରେ. ଆପଣଙ୍କ ଆସୁଥିବା ସମୟ ସୁଖମୟ ହେବ.

ଏବେ ଆପଣଙ୍କୁ ସବୁ ଭୌତିକ ସୁଖ ପ୍ରାପ୍ତି ହେବ. ଏବେ ଆପଣଙ୍କ ଭାଗ୍ୟ ଅଚାନକ୍ ଚମକିବାକୁ ଲାଗିବ. ଆପଣଙ୍କ ଜାଗତରେ ଧନୀ ହେବାର ଜବରଦସ୍ତ ଯୋଗ ବନୁଛି. ଅନେକ ସାରା ଖୁସି ଆପଣଙ୍କ ଜୀବନକୁ ଆସିବାକୁ ଯାଉଛି. ଭାଗ୍ୟ ଆପଣଙ୍କ ପୂରା ସାଥ୍ ଦବ. ପରିବାର ସହିତ ବାହାରକୁ ବୁଲିଯିବାର ପ୍ରୋଗ୍ରାମ ବନୁଛି. ଦାମ୍ପତ୍ୟ ଜୀବନରେ ଉନ୍ନତି ପରିଲକ୍ଷିତ ହେବ. କାରାବାରରେ ଅଗ୍ରଗତି ହେବ. ଆର୍ଥିକ ସ୍ଥିତି ମଜବୁତ୍ ହେବ.

ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷା ଓ ସାକ୍ଷାତ୍କାରରେ ମନରେ ସନ୍ତୋଷ ଦେଖାଦେବ. ଆଗାମୀ ସମୟ ରେ ଆପଣଙ୍କ ଜୀବନ ରେ ଅନେକ ପରିବର୍ତନ ହେବାକୁ ଯାଉଛି. ଏହି ରାଶି ର ବ୍ୟକ୍ତି ଙ୍କ ର ବିବାହ ର ବି ଯୋଗ ରହିଛି ଏହା ସହ ପ୍ରତୋକ କାର୍ଯ୍ୟ ରେ ବି ସଫଳତା. ପରିବାରରେ ସୁଖଶାନ୍ତି ଲାଗିରହିବ. କୋଉ ଗରିବର ସାହାଯ୍ୟ କରିବାରୁ ଆପଣଙ୍କୁ ବହୁତ୍ ଶୁଭ ହେବ. ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ. ଏହା ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ.