ଝିଅମାନେ ଖାଇବା ବଦଳରେ ଏହି କାମ ପାଇଁ କଦଳୀ କରିଥାନ୍ତି ଅଧିକ ବ୍ୟବହାର, ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । କଦଳୀ ସେବନ କଲେ ଆମ ଶରୀରକୁ ଅଦ୍ଭୁତ ଲାଭ ମିଳି ଥାଏ । କଦଳୀରେ ମ୍ୟାଗନେସିୟମ ର ଏକ ଭଲ ସ୍ତତ୍ର ଥାଏ ଏହାକୁ ଖାଇବା ଦ୍ୱାରା ଆମ ଶରୀରର ଅନେକ ରୋଗ ଦୂର ହୋଇ ଯାଇ ଥାଏ । ଅଧିକାଂଶ ଲୋକେ କଦଳୀରେ ବ୍ୟବହାର ଖାଦ୍ୟ ପାଇଁ କରିଥାନ୍ତି । କଦଳୀ ଖାଇ ଆମ ଶରୀରର ଓଜନ ବି ବଢ଼ା ଯାଇ ପାରିବ ।
 

କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । କଦଳୀ ସେବନ କଲେ ଆମ ଶରୀରକୁ ଅଦ୍ଭୁତ ଲାଭ ମିଳି ଥାଏ । କଦଳୀରେ ମ୍ୟାଗନେସିୟମ ର ଏକ ଭଲ ସ୍ତତ୍ର ଥାଏ ଏହାକୁ ଖାଇବା ଦ୍ୱାରା ଆମ ଶରୀରର ଅନେକ ରୋଗ ଦୂର ହୋଇ ଯାଇ ଥାଏ । ଅଧିକାଂଶ ଲୋକେ କଦଳୀରେ ବ୍ୟବହାର ଖାଦ୍ୟ ପାଇଁ କରିଥାନ୍ତି । କଦଳୀ ଖାଇ ଆମ ଶରୀରର ଓଜନ ବି ବଢ଼ା ଯାଇ ପାରିବ । କିନ୍ତୁ କଦଳୀ ଭିତରେ ଏମିତି କିଛି ଗୁଣ ମିଳି ଥାଏ ଯାହାକି କେବଳ ଝିଅମାନେ ଏହା ଲାଭ ଉଠେଇ ପାରିବେ । ଝିଅମାନେ କେଉଁ କେଉଁ ଭାବରେ କଦଳୀ ର ବ୍ୟବହାର କରିଥାନ୍ତି ଆସନ୍ତୁ ଏହି ବିଷୟରେ ବିସ୍ତାରରେ ଜାଣିବା । ଶରୀରର ସୁନ୍ଦରତା ବଢ଼େଇବା ପାଇଁ କଦଳୀକୁ ଏହି ପରି ଭାବରେ ବ୍ୟବହାର କରି ଥାନ୍ତି:-

୧) କଦଳୀ ଭିତରେ ଏମିତି ଅନେକ ଗୁଡିଏ ତତ୍ତ୍ୱ ମିଳି ଥାଏ ଯାହାକି ଆମର ତ୍ୱଚାକୁ ସୁନ୍ଦର କରିବାରେ ସହାୟକ ହୋଇ ଥାଏ । ଚେହେରାର କଳାପଣ ଠାରୁ ଆରମ୍ଭ କରି ଦାଗ ଚିହ୍ନ ସବୁ ଏହି କଦଳୀ ର ବ୍ୟବହାର ଦ୍ୱାରା ଦୂର କରା ଯାଇ ପାରିବ । ଆପଣ କଦଳୀ ସହିତ ଲେମ୍ବୁ ରସ ମିଶେଇ ଏକ ପେଷ୍ଟ ତିଆରି କରି ନିଅନ୍ତୁ ଆଉ ଏହାକୁ ନିଜ ଚେହେରାରେ ଲଗାନ୍ତୁ ଆଉ ଏହାକୁ ସନ୍ଧ୍ୟା ସମୟରେ ନିଜ ଚେହେରାରେ ଲଗେଇ ରାତିରେ ଶୁଅନ୍ତୁ ଏମିତି ଲଗାତାର କିଛି ଦିନ କରିବା ପରେ ଆପଣଙ୍କ ମୁହଁ ରେ ଥିବା ଦାଗ ଚିହ୍ନ ସବୁ ଦିନ ପାଇଁ ଦୂର ହୋଇ ଯିବ ।

୨) କଦଳୀ ଭିତରେ ଏମିତି ବହୁତ ସୌନ୍ଦର୍ଯ୍ୟ ଗୁଣ ରହି ଥାଏ ଯାହାକି ଚେହେରାର ଝୁରିଆ କୁ ଦୁରେଇବାରେ ସହାୟକ ହୋଇ ଥାଏ । ଆପଣ କଦଳୀ ସହିତ ମହୁ ମିଶେଇ ଏକ ପେଷ୍ଟ ତିଆରି କରି ନିଅନ୍ତୁ ଆଉ ଏହାକୁ ନିଜ ଚେହେରାରେ ଲଗାନ୍ତୁ । ଏହି ପେଷ୍ଟ କୁ ଅତିକମରେ 15 ମିନିଟ ଯାଏଁ ଲଗେଇ ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରାରେ ପଡି ଥିବା ଝୁରିଆ ସବୁ ଶେଷ ହୋଇ ଯିବ।

୩) କଦଳିବର ପେଷ୍ଟ କୁ ବି ଆମେ କଣ୍ଡିସନର ଭାବରେ ବି ବ୍ୟବହାର କରି ପାରିବୁ। ଆପଣ ଲଗାତାର ଗୋଟେ ମାସ ଯାଏଁ କଦଳୀ ପେଷ୍ଟକୁ ଆପଣଙ୍କ ବାଳ ରେ ଲଗାନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ବାଳ ଝଡ଼ିବା , ଛିଣ୍ଡିବା ଦୂର ହୋଇ ଯିବ। କଦଳୀକୁ ଆପଣ ମଇଶ୍ଚର ଭାବରେ ବି ବ୍ୟବହାର କରି ପାରିବେ। ଶୀତ ଦିନେ ଶୁଖିଲା ତ୍ୱଚା କୁ ସୁନ୍ଦର ତ୍ୱଚା ରେ ବଦଳିବା ପାଇଁ ଆପଣ କଦଳୀକୁ ମଇଶ୍ଚର ଭାବରେ ବ୍ୟବହାର କରି ପାରିବ।